Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ

Sanchar Live by Sanchar Live
February 10, 2025
in ଓଡିଶା
0
ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ
0
SHARES
20
VIEWS
FacebookTwitter

ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ । ଫ୍ଲାଏ ଆସ ଏବଂ ପାୱାର ପ୍ଲାଣ୍ଟକୁ ବନ୍ଦ କରି ବରୋବୋଗା ଓ ଆଲୁପଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ । ଆନ୍ଦୋଳନରେ ବିଧାୟକ ଯୋଗେଶ କୁମାର ସିଂ ଏବଂ ସମାଜସେବୀ ଡକ୍ଟର ହିମାଂଶୁ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟର ବର୍ଜ୍ୟ ପାଉଁଶ ପୋଖରୀ ବା ଫ୍ଲାଏ ଆସ ପଣ୍ଡ ଯୋଗୁଁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଅନ୍ୟତ୍ର ଥଇଥାନ ପାଇଁ ପ୍ରଶାସନ ନଶୁଣିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଗ୍ରାମବାସୀ । ବରୋବୋଗା ଏବଂ ଆଲୁପଡ଼ା ଗ୍ରାମବାସୀ ଆଜି ସକାଳରୁ ଫ୍ଲାଏ ଆସ୍ ଏବଂ ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଇଛନ୍ତି । ପାଉଁଶ ପୋଖରୀ ମଧ୍ୟରେ ଥିବା ଗାଁକୁ ଅନ୍ୟତ୍ର ଥଇଥାନ ଓ କ୍ଷତିପୂରଣ ପ୍ରଦାନ ପାଇଁ ୨୦୧୩ ମସିହାରୁ ଦାବି କରିଆସୁଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଓ ଧାରଣାରେ ବସି ଆସୁଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ । ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଲୋକମାନେ । ଯେପର୍ଯ୍ୟନ୍ତ ତାଙ୍କୁ ବିସ୍ଥାପିତ ଓ ଥଇଥାନ କରାଯିବା ନେଇ କମ୍ପାନୀ ପ୍ରତିଶ୍ରୁତି ନ ଦେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Tags: protestsundargarh
ShareTweetShareSend
Sanchar Live

Sanchar Live

Next Post
ନାଚୁଥିବାବେଳେ ଚାଲିଗଲା ଜୀବନ

ନାଚୁଥିବାବେଳେ ଚାଲିଗଲା ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.