ସଂଚାର ବ୍ୟୁରୋ: ସୁନ୍ଦରଗଡ଼ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୬ ମୃତ ୫ ଆହତ । ହେମଗିରି ଥାନା ଗଏକନପାଲି ନିକଟ ରେ ଟ୍ରଲର କୁ ପଛପଟୁ ପିଟିଲା ଟାଟା ମ୍ୟାଜିକ । ରାତି ୨ଟା ରୁ ୨:୩୦ ରେ ଦୁର୍ଘଟଣା । କୀର୍ତ୍ତନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ।