ସଂଚାର ବ୍ୟୁରୋ: ଶୋକ ପ୍ରସ୍ତାବ ପରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସର ହଟ୍ଟଗୋଳ । ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଏକାଦଶ ଦିନ। ଚାଲିପାରୁନି ଗୃହ। ସୁଭଦ୍ରା ଯୋଜନା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଗୃହ ଚାଲିପାରିଲାନି। ବିରୋଧୀଙ୍କ ହୋହଲ୍ଲାକୁ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି। ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ସାମିଲ ନେଇ ଦାବି କରିଛି ବିଜେଡି।