ସଂଚାର ବ୍ୟୁରୋ: ଥମିବାର ନାଁ ନେଉନି ଛାତ୍ର ସଂସଦ ନିର୍ବାଚନା ତିତାି । ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ। ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କଲା କଂଗ୍ରେସ। ଆଜି ରାଜଧାନୀରେ ଛାତ୍ର କଂଗ୍ରେସ ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଯେଉଁ ସମୟରେ ପୋଲିସ ଅଟକାଇବାରୁ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା।ବ୍ୟାରିକେଡ଼ ଭାଙ୍ଗିବାକୁ ଉଦ୍ୟମ କରି ଭିତରକୁ ପଶିଥିଲା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।