Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ

Sanchar Live by Sanchar Live
December 14, 2025
in ଓଡିଶା
0
ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ
0
SHARES
92
VIEWS
FacebookTwitter

ସଂଚାର ବ୍ୟୁରୋ: ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଖଟିସାହି ଗାଁର ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରୁ ଗିରଫ କରାଯାଇଛି । ସେପଟେ ପୁଅ ନିର୍ଦ୍ଦୋଶ ବୋଲି କହିଛନ୍ତି ବାପା ଦିଲୀପ ଦଳେଇ । ଶ୍ରୀକ୍ଷେତ୍ରକୁ ଫସେଇ ଦିଆଯାଇଛି । ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଶ୍ରୀକ୍ଷେତ୍ର ବିବାହର ୧୯ ମାସ ପରେ କାଗଜି ପଲେଇ ଓରଫ୍ ସୋନାଲି ପଣ୍ଡା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ମେଡ଼ିକାଲରେ ମମତା ଯୋଜନା ଖାତାରେ ଡାକ୍ତର ଉଲ୍ଲେଖ କରିଛନ୍ତି ଯେ ସୋନାଲି ପଣ୍ଡାଙ୍କୁ ୨୨ ବର୍ଷ । ବିବାହ ସମୟରେ ଶ୍ରୀକ୍ଷେତ୍ରକୁ 20 ବର୍ଷ ହୋଇଥିଲା । ଏହି ପ୍ରମାଣ ଆଧାରରେ ଶ୍ରୀକ୍ଷେତ୍ରକୁ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି ବାପା ଦିଲ୍ଲୀପ । ଘଟଣା ଅନୁଯାଇ ଶ୍ରୀକ୍ଷେତ୍ର ନିଜକୁ ସୋନାଲୀଙ୍କ ସ୍ବାମୀ ବୋଲି ଦାବି କରୁଥିଲେ । ପୂର୍ବରୁ ସୋନାଲି ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ଦ୍ବାରା ପ୍ରଭାବିତ ହୋଇ ଘର ଛାଡି ଚାଲିଯାଇଛନ୍ତି ବୋଲି ଶ୍ରୀକ୍ଷେତ୍ର ଅଭିଯୋଗ କରିଥିଲେ । ଏହି ଘଟଣାରେ ସୋନାଲୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ପ୍ରଶ୍ନ କରିଥିଲେ ଏତେ ଦିନ ପରେ କାହିଁକି ସ୍ବାମୀଙ୍କର ମୋତେ ମନେ ପଡିଲା । ସୋନାଲିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଥିଲେ ଯେ ସୋନାଲୀ ନାବାଳିକା ଥିବା ସମୟରେ ସ୍ବାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ର ସେନାଲୀଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ସୋନାଲୀଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ବଳପୂର୍ବକ ବ୍ଲାକମେଲ କରି ଶ୍ରୀକ୍ଷେତ୍ର ସୋନାଲୀଙ୍କୁ ବିବାହ କରିଥିଲେ। ଏବେ ସୋସିଆଲ ମିଡିଆରେ ସୋନାଲିଙ୍କୁ ବଦନାମ କରୁଛନ୍ତି ଶ୍ରୀକ୍ଷେତ୍ର । ତେଣୁ ଶ୍ଙ୍କରୀକ୍ଷେତ୍ରଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ ସୋନାଲୀ । …

Tags: arrestodishasrikhetra samantsinghar
ShareTweetShareSend
Sanchar Live

Sanchar Live

Next Post
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.