Sunday, September 28, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜି ଆକାଶରେ ଗୋଟିଏ ସରଳରେଖାରେ ଦିଶିବ ୭ଟି ଗ୍ରହ

Sanchar Live by Sanchar Live
February 28, 2025
in ଭାରତ
0
ଆଜି ଆକାଶରେ ଗୋଟିଏ ସରଳରେଖାରେ ଦିଶିବ ୭ଟି ଗ୍ରହ
0
SHARES
16
VIEWS
FacebookTwitter

ବର୍ଷ ୨୦୨୫ ପ୍ରାରମ୍ଭରେ ସନ୍ଧ୍ୟା ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ବିରଳ ଦୃଶ୍ୟ ଜାନୁଆରୀ ୨୧ଠାରୁ ଆକାଶରେ ଦୃଶ୍ୟମାନ ହୋଇଥିଲା । ଗୋଟିଏ ସରଳରେଖାରେ ଏକାଧିକ ଗ୍ରହ ଦିଶୁଥିବାରୁ ଏହାକୁ ପ୍ଲାନେଟୋରୀ ପରେଡ୍ ବୋଲି କୁହାଯାଉଛି । ଏହି ବିରଳ ଘଟଣାର ଶେଷ ଭାଗରେ ଅର୍ଥାତ ଆଜି ଆଉ ଏକ ଗ୍ରହ ଯୋଗଦେବାକୁ ଯାଉଛି । ଆଜି ସନ୍ଧ୍ୟା ହେବା ମାତ୍ରେ ଆକାଶରେ ଗୋଟିଏ ରେଖାରେ ୭ଟି ଗ୍ରହ ଦୃଶ୍ୟମାନ ହେବ । ବୁଧ ଗ୍ରହ ପୂର୍ବରୁ ଦୃଶ୍ୟମାନ ହେଉଥିବା ୬ଟି ଗ୍ରହ ସହିତ ଯୋଡ଼ି ହେବ । ଏହି ବିରଳ ଦୃଶ୍ୟ ୨୦୪୦ ପର୍ଯ୍ୟନ୍ତ ଆଉ ଦୃଶ୍ୟମାନ ହେବ ନାହିଁ ବୋଲି କୁହାଯାଉଛି । ପ୍ଲାନେଟୋରୀ ପରେଡ୍‌ର ପ୍ରଥମ ଭାଗରେ ୬ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ ଏବଂ ନେପଚୁନ୍ ଗୋଟିଏ ସରଳରେଖାରେ ରହିଥିଲେ। ଏବେ ସେମାନଙ୍କୁ ଯୋଗଦେବାକୁ ଯାଉଛି ବୁଧ । ଦେଖଣାହାରୀ ଆଜି ସନ୍ଧ୍ୟା ଆକାଶରେ ୬ଟି ପରିବର୍ତ୍ତେ ୭ଟି ଗ୍ରହକୁ ଗୋଟିଏ ରେଖାରେ ଦେଖିପାରିବେ ।

ଧିରେ ଧିରେ ଗୋଟିଏ ଗୋଟିଏ ଗ୍ରହ ପ୍ଲାନେଟୋରୀ ପରେଡ୍‌ରୁ ଦୂରେଇ ଯିବେ । ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୫ରେ ଆଉ ଏକ ପ୍ଲାନେଟୋରୀ ପରେଡ୍ ଦୃଶ୍ୟମାନ ହେବ ଯେଉଁଥିରେ ୪ଟି ଗ୍ରହ ଗୋଟିଏ ସରଳରେଖାରେ ଦିଶିବେ। ଏହି ଦୃଶ୍ୟକୁ ଉତ୍ସାହୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଦେଖିପାରିବେ । ଅନେକ ଜ୍ୟୋର୍ତିବିଜ୍ଞାନୀଙ୍କ କହିବାନୁସାରେ, ମହାକାଶରେ ସମସ୍ତ ୮ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥାନ୍ତି, ଯେଉଁଥିରେ ଆମ ଗ୍ରହ ପୃଥିବୀ ସାମିଲ । ସମସ୍ତ ଗ୍ରହ ପରସ୍ପରଠାରୁ ଦୂରରେ, କିନ୍ତୁ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ପରିକ୍ରମା କରନ୍ତି । ଏହି ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହର ବେଗ ଓ ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଏପରି ସମୟ ଆସେ ଯେତେବେଳେ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱକୁ ଆସିବା ସହ ପୃଥିବୀରୁ ଏକ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି । କିନ୍ତୁ ବାସ୍ତବରେ ଏମାନେ ପରସ୍ପରଠାରୁ ବହୁ ଦୂରରେ ରହିଥାନ୍ତି । ଏମିତି ଅନେକ ଦିନ ଗୋଟିଏ ସରଳରେଖାରେ ପରିକ୍ରମା କରିବା ପରେ ସେମାନେ ପୁଣି ପରସ୍ପରଠାରୁ ଦୂରକୁ ଚାଲିଯାଆନ୍ତି ।

Tags: moonspecial report
ShareTweetShareSend
Sanchar Live

Sanchar Live

Next Post
ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ମାନିଲା ବୋର୍ଡ

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ମାନିଲା ବୋର୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.