Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ପୁଣି ବିଜେଡିକୁ ଶାଣିତ ଆକ୍ରମଣ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଅସ୍ମିତାର ବିଜୟ ଯେତିକି ହୋଇନି, ଅହଂକାରର ପରାଜୟ ତାଠୁ ଅଧିକ ହୋଇଛି

Sanchar Live by Sanchar Live
October 21, 2024
in ରାଜନୀତି
0
ପୁଣି ବିଜେଡିକୁ ଶାଣିତ ଆକ୍ରମଣ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା ଓ ସରକାରଙ୍କ ଅହଂକାର ଭାଙ୍ଗିବାକୁ ଉତ୍ସାହ ଥିଲା । ଏଥିରେ ଅସ୍ମିତାର ବିଜୟ ଯେତିକି ହୋଇନି, ଅହଂକାରର ପରାଜୟ ତାଠୁ ଅଧିକ ହୋଇଛି ବୋଲି ସୌମ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ନିର୍ବାଚନ ତାଙ୍କୁ ଶିକ୍ଷା ଦେଇଛି ଯେ, ଅହଂକାରର ନିଶ୍ଚିତ ପରାଜୟ ହେବ । ସମସ୍ତେ ପାର୍ଟିକୁ ତଳେ ରଖି, ମାଟିକୁ ଉପରେ ରଖିବା ଆବଶ୍ୟକ ।

ବାଙ୍କୀ ମହୋତ୍ସବରେ ବିଜେଡିକୁ ଆଟାକ୍‌ କରି କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ସୌମ୍ୟ । ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କରି କହିଛନ୍ତି । ତାର ଅହଂକାର ଯୋଗୁଁ ବିଜେଡି ହାରିଛି ବୋଲି କହିଛନ୍ତି ।

ତେବେ କହିରଖୁଚୁ, ବିଜେଡି ହାରିବା ପରଠାରୁ ଏହାର କାରଣ ନେଇ ଅନେକ ବରିଷ୍ଠ ନେତା ପର୍ଯ୍ୟାୟକ୍ରମେ ନିଜର ମତ ରଖିଆସୁଛନ୍ତି । ଏମିତିକି ବିଜେଡିର ବହୁ ନେତା ମଧ୍ୟ ଦଳ ଉପରକୁ ଯାଇ ପରାଜୟର କାରଣକୁ ସ୍ପଷ୍ଟଭାବେ ବର୍ଣ୍ଣନା କରୁଛନ୍ତି । କାରଣ ପୂର୍ବରୁ ପାର୍ଟିରେ କିଛି କହିବା ବେଳେ କାର୍ଯ୍ୟନୁଷ୍ଠାନର ଭୟ ଥିଲା । ହେଲେ ହେଲେ ହାରିବା ପରେ ଯେପରି ନରମି ଯାଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ବହୁ ନେତା ବହୁ କଥା କହିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହା ଉପରେ ନିଜର ମତ ରଖିନାହାନ୍ତି ।

Tags: bjdodisha politicsSoumyaranjan patnaik
ShareTweetShareSend
Sanchar Live

Sanchar Live

Next Post
ପରିବା ଦର ଶୁଣିଲେ ମୁଣ୍ଡ ବିନ୍ଧୁଛି

ବାତ୍ୟା ଆସି ନାହିଁ ବଢ଼ିଲାଣି ଦରଦାମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.