Thursday, June 5, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଦେବାଶିଷ ସାମନ୍ତରାୟଙ୍କୁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଟାର୍ଗେଟ

Sanchar Live by Sanchar Live
April 7, 2025
in ରାଜନୀତି
0
ଦେବାଶିଷ ସାମନ୍ତରାୟଙ୍କୁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଟାର୍ଗେଟ
0
SHARES
37
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଟାର୍ଗେଟ। ଯଦି ୱାକଫ ବିଲକୁ ବିରୋଧ କରୁଥିଲେ, ଗୃହରେ ବିରୋଧ କରିଥାନ୍ତେ। କାହିଁକି କଲେ ନାହିଁ ଦେବାଶିଷ ବାବୁ ? ଦେବାଶିଷ ସାମନ୍ତରାୟ ବିଜେପିକୁ ସମର୍ଥନ କରି ଭୋଟ ଦେଲେ ନାହିଁ l ବାହାରେ ଆସି ୱାକଫ ବିଲକୁ ନେଇ କାହିଁକି କାନ୍ଦୁଛନ୍ତି ? ଲୋକେ ସବୁ ବୁଝିଲେଣି l ଏବେ ବିଜେଡିର ଯେଉଁମାନେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି ଆଗରୁ କାହିଁକି କଲେ ନାହିଁ ? ଯେଉଁ ସମୟରେ ଆରୋପ କରିବା କଥା କଲେ ନାହିଁ । ଏବେ ସରକାର ଗଲା ପରେ କହୁଛନ୍ତି l ଏବେ ତ ସମସ୍ତେ କହୁଛନ୍ତି , ସେମାନେ ଅଧିକ କଣ କହୁଛନ୍ତି ? ଜଣେ ବ୍ୟକ୍ତି ବିରୋଧରେ କହିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ସୋଫିଆ।

Tags: debasis samantraypoliticssofia firdus
ShareTweetShareSend
Sanchar Live

Sanchar Live

Next Post
ନରିଙ୍କୁ ମାଡ଼ ଘଟଣା: ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପୋଲିସର ପଚରାଉଚରା

ନରିଙ୍କୁ ମାଡ଼ ଘଟଣା: ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପୋଲିସର ପଚରାଉଚରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀମନ୍ଦିର ପ୍ରଶାସନକୁ ପଠା ହେଲା ଅହିଂସା ଟସରରେ ପ୍ରସ୍ତୁତ ବାସୁଙ୍ଗା ପାଟ
  • ବିଏସ୍‌ଏଫ୍‌ ଯବାନଙ୍କୁ ଅପହରଣ ଅଭିଯୋଗ
  • ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର
  • ଓଡ଼ିଶା ଶିଳ୍ପ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ ଗଞ୍ଜାମ; ୧୨ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଉଠିବ ପାରଦ, କଲବଲ କରିବ ତାତି

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.