Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସୋଆ ଅଡିଟୋରିଅମରେ ଉଦଘାଟିତ ହେଲା ଚତୁର୍ଥ ଓ୍ବାର୍ଲଡ଼ କନଫରେନ୍ସ ଅନ୍ କନପ୍ରେହେନ୍ସିଭ କ୍ରିଟିକାଲ କେୟାର ଆଣ୍ଡ ଦିତୀୟ ଓଡ଼ିଶା କ୍ରିଟିକନ୍ ୨୦୨୪

Sanchar Live by Sanchar Live
September 21, 2024
in ଓଡିଶା
0
ସୋଆ ଅଡିଟୋରିଅମରେ ଉଦଘାଟିତ ହେଲା ଚତୁର୍ଥ ଓ୍ବାର୍ଲଡ଼ କନଫରେନ୍ସ ଅନ୍ କନପ୍ରେହେନ୍ସିଭ କ୍ରିଟିକାଲ କେୟାର ଆଣ୍ଡ ଦିତୀୟ ଓଡ଼ିଶା କ୍ରିଟିକନ୍ ୨୦୨୪
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଭୁବନେଶ୍ବର ସୋଆ ଅଡିଟୋରିଅମରେ ଉଦଘାଟିତ ହୋଇଛି ଚତୁର୍ଥ ଓ୍ବାର୍ଲଡ଼ କନଫରେନ୍ସ ଅନ୍ କନପ୍ରେହେନ୍ସିଭ କ୍ରିଟିକାଲ କେୟାର ଆଣ୍ଡ ଦିତୀୟ ଓଡ଼ିଶା କ୍ରିଟିକନ୍ ୨୦୨୪ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତୀୟ କ୍ରିଟିକାଲ କେୟାର ସିନିୟର ଡ଼ାକ୍ତରମାନେ ଏହି କନଫରେନ୍ସ ରେ ଯୋଗ ଦେଇଛନ୍ତି । କେବଳ ସହରୀ ହସପିଟାଲରେ ନୁହେଁ କ୍ରିଟିକାଲ କେୟାର ଭଳି ଗୁରୁତ୍ବପୂର୍ଣ ସ୍ବାସ୍ଥ୍ୟ ସେବା ଗ୍ରାମାଞ୍ଚଳକୁ ନେବାପାଇଁ ସବୁ ଡ଼ାକ୍ତରଙ୍କୁ ଆହ୍ବାନ କରିଛନ୍ତି । କ୍ରିଟିକାଲ କେୟାରର ଗୁରୁତ୍ବ ବଢିଯାଇଛି । ତେଣୁ ଖୁବଶୀଘ୍ର ସବ ଡ଼ିଭିଜନ ସ୍ତରରେ ଥିବା ହସପିଟାଲ ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ କରିବା ସହ ମେଡ଼ିକାଲ ପାଠ ପଢୁଥିବା ଡ଼ାକ୍ତରୀ ଛାତ୍ରଛାତ୍ରୀ ଓ ନର୍ସ ମାନଙ୍କ ଶିକ୍ଷା ଖର୍ଚ୍ଚକୁ କମ୍ କରିବା ପାଇଁ କୁହାଯାଇଛି ।.

Tags: educatinodishasoa university
ShareTweetShareSend
Sanchar Live

Sanchar Live

Next Post
ଆଠଗଡ ପାଟଣା ଜଙ୍ଗଲରେ କଲରା ପତିରିଆ ବାଘ ଆତଙ୍କ

ଆଠଗଡ ପାଟଣା ଜଙ୍ଗଲରେ କଲରା ପତିରିଆ ବାଘ ଆତଙ୍କ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.