Thursday, March 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବାଙ୍କୀରେ ଚୁନା ମାଛ କିଲୋ ୨୦

Sanchar Live by Sanchar Live
September 4, 2024
in ଓଡିଶା
0
ବାଙ୍କୀରେ ଚୁନା ମାଛ କିଲୋ ୨୦
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ମଙ୍ଗଳବାର ବାଙ୍କୀ ଅଞ୍ଚଳରେ ଛୁନା ମାଛ ୨୦ ଟଙ୍କାରେ ବିକ୍ରି ହେବା ଖବର ସାମନାକୁ ଆସିଥିଲା । ଯାହାକୁ ନେଇ ଲୋକେ ମାଛ କିଣିବା ପାଇଁ ଆଗ୍ରହ ହୋଇ ପହଞ୍ଚିଥିଲେ । କିନ୍ତୁ ଗ୍ରାହକଙ୍କ ଅପେକ୍ଷା ମାଛ ଅଧିକ ରହିଥିବାରୁ  ଆଜି ବି ବାଙ୍ଗୀରେ ୨୦ ଟଙ୍କାରେ ମିଳୁଛି କେଜିଏ ମାଛ। ବାଙ୍କୀ ବଜାର ନିକଟସ୍ଥ ତାରିଣୀ ଛକରେ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ଚୁନା ମାଛ । ଗତକାଲି ମଧ୍ଯ ଏଠାରେ ମାଛ କେଜିକୁ ୨୦ ଟଙ୍କା ରହିଥିବା ବେଳେ ଆଜି ବି ସମାନ ଦାମ ରହିଛି।

ମହାନଦୀ ଜଳସ୍ତର କମିଥିବାରୁ ସ୍ଥାନୀୟ ମତ୍ସ୍ଯଜୀବୀଙ୍କ ଜାଲରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ପଡିଥିଲା ।

କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ଜାଲରେ ପଡ଼ିଥିବା ବେଳେ ,ମାଛ ନଷ୍ଟ ହୋଇଯିବା ଭୟରେ ୨୦ ଟଙ୍କାରେ ମାଛ ବିକ୍ରି କରିଦେଇଛନ୍ତି ମତ୍ସ୍ଯଜୀବୀ । ୨୦ ଟଙ୍କାରେ ମାଛ କିଣିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ଜଣେ ଗ୍ରାହକ ୫ କିଲୋ ଲେଖାଏଁ ମାଛ କିଣିନେଉଥିବା ନେଇ କହିଛନ୍ତି ।

Tags: bankifishodisha
ShareTweetShareSend
Sanchar Live

Sanchar Live

Next Post
ସୁଭଦ୍ରା ଯୋଜନା ଆବେଦନ ପାଇଁ ପ୍ରବଳ ଭିଡ଼

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଅଶୋକାଷ୍ଟମୀ, ଗଡ଼ିବ ରୁକୁଣା ରଥ
  • ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ
  • AC ଚାଲୁ କରିବା ପୂର୍ବରୁ ଜାଣି ରଖନ୍ତୁ….
  • କନଫର୍ମ ହୋଇଥିବା ଟିକେଟ୍ ବାତିଲ ନିୟମରେ ପରିବର୍ତ୍ତନ
  • ଦେଶରେ ସରି ସାରି ଆସୁଛି କି ପେଟ୍ରୋଲ- ଡିଜେଲ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.