Monday, April 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ ସେନସେକ୍ସ ଡାଉନ୍

Sanchar Live by Sanchar Live
April 13, 2026
in ଭାରତ
0
ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ ସେନସେକ୍ସ ଡାଉନ୍
0
SHARES
13
VIEWS
FacebookTwitter

ଭୁସୁଡ଼ିଲା ସେୟାର ବଜାର। ନିବେଶକଙ୍କ ମଧ୍ୟରେ ହାହାକାର।ବଢ଼ିଲା ଅଶୋଧିତ ତୈଳ ଦର, ଖସିଲା ସେନସେକ୍ସ । ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ ସେନସେକ୍ସ ଡାଉନ୍ । ୧,୬୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ । ନିଫ୍ଟି ପ୍ରାୟ ୨% ତଳକୁ ଖସିଛି । ଆଜି କାରବାର ଆରମ୍ଭରୁ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଉତ୍ତେଜନା ପୁଣି ବୃଦ୍ଧି ପାଇଛି । ଯାହାର ପ୍ରଭାବ ବଜାର ଉପରେ ପଡ଼ିଛି। S&P BSE ସେନସେକ୍ସ ୭୬ ହଜାର ୧୮୭.୪୧କୁ ହ୍ରାସ ପାଇଛି । NSE ନିଫ୍ଟି : ୨୩,୬୪୨.୧୫କୁ ହ୍ରାସ ପାଇଛି ।

ବଜାର ଖୋଲିବାର ମାତ୍ର କିଛି ମିନିଟ୍ ମଧ୍ୟରେ ନିବେଶକଙ୍କ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ଏଣେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି । ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କାରେ ବ୍ରେଣ୍ଟ କ୍ରୁଡ୍ ଦର ୭% ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୨ ଡଲାର ଅତିକ୍ରମ କରିଛି । ସେହିରପି ଡଲାର ତୁଳନାରେ ଭାରତୀୟ ଟଙ୍କା ୪୯ ପଇସା ଦୁର୍ବଳ ହୋଇ ୯୩.୩୨ ରେ ପହଞ୍ଚିଛି । ସବୁଠାରୁ ଅଧିକ କ୍ଷତି ସହିଛନ୍ତି PSU ବ୍ୟାଙ୍କ, ରିଏଲିଟି ଏବଂ ଅଟୋ ମୋବାଇଲ୍ ସେକ୍ଟର ।

 

Tags: sensexsharemarketwar
ShareTweetShareSend
Sanchar Live

Sanchar Live

Next Post
ଜଳେଶ୍ବରରେ ଜମୁଛି ଚଡ଼କ ଯାତ୍ରା

ଜଳେଶ୍ବରରେ ଜମୁଛି ଚଡ଼କ ଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୁଣି ବିବାଦରେ ଫସିଲେ ନାଣ୍ଡ ବାବୁ
  • ଏକାଥରକେ ୬ ଡିଗ୍ରୀ ବଢ଼ିଯିବ ତାତି, ଏହିସବୁ ଜିଲ୍ଲାର ଲୋକ ହେବେ କଲବଲ
  • ହିମାଳୟରେ ସାରଥୀଙ୍କ ଧ୍ୟାନ ମୁଦ୍ରା, ଫଟୋ ହେଉଛି ଭାଇରାଲ
  • କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ
  • ଆଜି ବ୍ୟାଟରଙ୍କ ଲଢେଇ : RR କୁ ଭେଟିବ SRH

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.