Friday, February 6, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର

Sanchar Live by Sanchar Live
March 18, 2025
in ଭାରତ
0
ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର
0
SHARES
47
VIEWS
FacebookTwitter

ପ୍ରେମ ପାଇଁ ନିଜ ଦେଶ ଛାଡି ଭାରତ ଚାଲିଆସିଥିବା ସୀମା ହାଇଦର ପୁଣିଥରେ ମା’ ହୋଇଛନ୍ତି । ପାକିସ୍ତାନରୁ ଅବୈଧ ଭାବରେ ତାଙ୍କ ୪ ପିଲାଙ୍କ ସହିତ ଭାରତ ଆସିଥିବା ସୀମା ହାଇଦର ପୁଣିଥରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଭୋର ୪ଟାରେ ସୀମା ଏବଂ ସଚିନଙ୍କ ଔରସରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ଜଣାଯାଇଛି । ସୀମାଙ୍କୁ ନିଜର ଭଉଣୀ ବୋଲି ମାନୁଥିବା ସୁପ୍ରିମକୋର୍ଟର ଓକିଲ ଏପି ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୀମା ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରକୁ ଦେବୀ ଲକ୍ଷ୍ମୀ ଆସିଛନ୍ତି ।

ସଚିନ୍ କହିଛନ୍ତି ଯେ, ଆମ ପାଇଁ ଏବଂ ସମଗ୍ର ପରିବାର ପାଇଁ ଏହା ଏକ ଖୁସିର ଅବସର । ମାଆ ଏବଂ ପିଲା ଉଭୟ ସୁସ୍ଥ ଅଛନ୍ତି । ନାମକରଣ ପ୍ରକ୍ରିୟାରେ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କଠାରୁ ନାମ ପରାମର୍ଶ ନେବୁ।

ସୂଚନାଯୋଗ୍ୟ, ସୀମା ହାଇଦର ଏବଂ ଗୁଲାମ ହାଇଦର ୨୦୧୪ରେ ବିବାହ କରିଥିଲେ । ୨୦୧୯ରେ ଗୁଲାମ ହାହଇଦର ସୀମା ଏବଂ ୪ ପିଲାଙ୍କୁ ଧରି କରାଚୀ ଛାଡି ଦୁବାଇ ଚାଲିଯାଇଥିଲେ । ୨୦୧୯ରେ ପଜବୀ ଖେଳି ସୀମା ନୋଏଡା ନିବାସୀ ସଚିନ ମିଣାଙ୍କ ସହିତ ଅନଲାଇନ ସାକ୍ଷାତ କରିଥିଲେ ।

୨୦୨୩, ମାର୍ଚ୍ଚ ୧୦ ତାରିଖରେ ନେପାଳ ସୀମା ଏବଂ ସଚିନଙ୍କର ଦେଖାସାକ୍ଷାତ ହୋଇଥିଲା । ସେଠାରେ ଥିବା ଏକ ମନ୍ଦିରରେ ସୀମା ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ । ଏହାପରେ ନେପାଳ ସୀମାରେ ପାକିସ୍ତାନ ଚାଲି ଯାଇଥିଲେ । ଏହାପରେ ସଚିନ ନୋଏଡା ଚାଲିଯାଇଥିଲେ ।

ଏହାପରେ ୧୩ ମଇରେ ସୀମା ପୁଣି ପାକିସ୍ତାନରୁ ଦୁବାଇ ଯାଇ ନେପାଳ ଆସିବା ପରେ ବସ୍ ଧରି ଭାରତ ଚାଲିଆସିଥିଲେ । ଜୁଲାଇ ୧ରେ ସଚିନ ଏବଂ ସୀମା ବୁଲନ୍ଦସହରରେ ଓକିଲ ସହିତ ମିଶି ଭାରତୀୟ ପରିଚୟ ପତ୍ର ତିଆରି କରିବାକୁ କହିଥିଲେ । ହେଲେ ଓକିଲ ଜଣକ ସୀମା ପାକିସ୍ତାନୀ ବୋଲି ପୋଲିସକୁ କହିଥିଲେ । ଏହାପରେ ପୋଲିସ ସୀମାଙ୍କୁ ଗିରଫ କରିଥିଲା । ହେଲେ ଏହାପରେ କୋର୍ଟରୁ ଜାମିନ ମିଳିଥିଲା । ସେହିବର୍ଷ ଜୁଲାଇ ୨୧ରେ ସୀମା ଏବଂ ସଚିନଙ୍କ ବିବାହ ଫଟୋ ଏବଂ ଭିଡିଓ ଭାଇରଲ ହୋଇଥିଲା ।

Tags: beby girlSeema hyder
ShareTweetShareSend
Sanchar Live

Sanchar Live

Next Post
ମହାନଦୀରେ ନିର୍ମାଣ ହେବ ୭ ବ୍ୟାରେଜ

ମହାନଦୀରେ ନିର୍ମାଣ ହେବ ୭ ବ୍ୟାରେଜ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • WPL ଫାଇନାଲ : ଅଧା ରହିଗଲା ଦିଲ୍ଲୀର ସ୍ବପ୍ନ, ପୁଣି ବାଜି ମାରିନେଲା ଆରସିବି
  • ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
  • ବେଦାନ୍ତ ଆଲୁମିନିୟମର ‘ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ଦେଉଛି ନୂଆ ରୂପ
  • ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
  • ପୁଣି କମିଲା ସୁନା ଏବଂ ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.