Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ସଫଳ ହେବାକୁ ହେଲେ କରିବେ କ’ଣ ? ଜାଣନ୍ତୁ ସକସେସ୍ ସିକ୍ରେଟ…

Sanchar Live by Sanchar Live
December 12, 2024
in ଜୀବନ ଶୈଳୀ
0
ସଫଳ ହେବାକୁ ହେଲେ କରିବେ କ’ଣ ? ଜାଣନ୍ତୁ ସକସେସ୍ ସିକ୍ରେଟ…
0
SHARES
35
VIEWS
FacebookTwitter

ସଫଳ ବ୍ୟକ୍ତି ସର୍ବଦା ପ୍ରଶଂସିତ ହୋଇଥାନ୍ତି। ଜଣେ ଅସଫଳ ବ୍ୟକ୍ତି ଜୀବନରେ କେବେ ଆଗକୁ ବଢି ପାରନ୍ତି ନାହିଁ। ଅସଫଳ ବ୍ୟକ୍ତିଙ୍କର କିଛି ବଦ ଅଭ୍ୟାସ ପାଇଁ ତାଙ୍କୁ ପରିଣାମ ଭୋଗିବାକୁ ପଡିଥାଏ । କାହିଁକି ଅସଫଳ ବ୍ୟକ୍ତି ଆଗକୁ ବଢିପାରନ୍ତି ନାହିଁ ? ୯ଟି ପ୍ରମୁଖ କାରଣ ପାଇଁ କିଛି ବ୍ୟକ୍ତି ଜୀବନରେ ବିଫଳ ହୋଇଥାନ୍ତି । ସଫଳତା ପାଇବାକୁ ହେଲେ କଣ କରିବେ । କଣ ରହିଛି ତାଙ୍କ ସକସେସ୍ ସିକ୍ରେଟ । ଜାଣନ୍ତୁ ଏହି ସମ୍ପୂର୍ଣ୍ଣ ରିପୋର୍ଟରୁ…

୧. ଦାୟିତ୍ବ ପ୍ରତି ଅବହେଳା– ସଫଳ ହେବାକୁ ହେଲେ ଦାୟିତ୍ବବାନ ହେବାକୁ ପଡିଥାଏ । ଦାୟିତ୍ବ ଥିଲେ ଗୁରୁତ୍ବ ବଢିଥାଏ । ଦାୟିତ୍ବକୁ ଅବହେଳା କରିବା ଅସଫଳତାର ଏକ ପ୍ରମୁଖ କାରଣ । କିଛି ବିଫଳ ବ୍ୟକ୍ତି ସେମାନଙ୍କ ଅସଫଳତା ପାଇଁ ଅନ୍ୟକୁ ଦାୟୀ କରିଥାନ୍ତି । ଦାୟିତ୍ବବାନ ନ ହେବା ଯେ ବିଫଳତାର କାରଣ ସେମାନେ ତାହାକୁ ସ୍ବୀକାର କରନ୍ତି ନାହିଁ ।

୨. ପରିବର୍ତ୍ତନକୁ ଡରିବା-ଜୀବନରେ ପରିବର୍ତ୍ତନ ନିଶ୍ଚିନ୍ତ। କିନ୍ତୁ କିଛି ବ୍ୟକ୍ତି ପରିବର୍ତ୍ତନକୁ ଡରନ୍ତି। ଯେତେ ଦକ୍ଷ ହୁଅନ୍ତୁ ନା କାହିଁକି ନୂଆ ନୂଆ ସୁଯୋଗ ହାତକୁ ନିଅନ୍ତୁ। ଚ୍ୟାଲେଞ୍ଜ ନିଅନ୍ତୁ ତେବେ ସଫଳ ହୋଇପାରିବେ।

୩. ନକାରାତ୍ମକ ଚିନ୍ତାଧାରା- ଜଣେ ଅସଫଳ ବ୍ୟକ୍ତିଙ୍କ ମନରେ ସର୍ବଦା ନକାରାତ୍ମକ ଚିନ୍ତା ଥାଏ । ନିରାଶଜନକ ଭାବେ ବଞ୍ଚନ୍ତି। ନକାରାତ୍ମକ ଚିନ୍ତାଧାରା ତାଙ୍କ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବରଂ ତାଙ୍କୁ ଆଗକୁ ବଢିବାକୁ ଦିଏ ନାହିଁ । ବାଧାବିଘ୍ନକୁ ମୁକାବିଲା କରିପାରନ୍ତି ନାହିଁ । ସଫଳ ହେବାକୁ ହେଲେ ମନରୁ ନକାରାତ୍ମକ ଚିନ୍ତାଧାରା ହଟାଇବାକୁ ହେବ ।

 ୪.ଶୃଙ୍ଖଳାର ଅଭାବ- ସୁନ୍ଦର ସଫଳ ଜୀବନ ପାଇଁ ଶୃଙ୍ଖଳାର ଆବଶ୍ୟକତା ରହିଛି । ଯେତେ ଶୃଙ୍ଖଳିତ ରହିବେ ସେତେ ସଫଳ ହେବେ। ଲକ୍ଷ୍ୟ ଓ ସଫଳତାରେ ବ୍ରିଜ ପରି କାମ କରେ ଶୃଙ୍ଖଳା । ଜଣେ ଅସଫଳ ବ୍ୟକ୍ତି କେବେ ଏହାର ମୂଲ୍ୟ ବୁଝିପାରନ୍ତି ନାହିଁ । ଶୃଙ୍ଖଳାର ଅଭାବ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଏ । ସଫଳ ଜୀବନ ପାଇଁ ଅନୁସାଶନ ଏକ ଚାବିକାଠି । ଶୃଙ୍ଖଳିତ ବ୍ୟକ୍ତି ସର୍ବଦା ସଫଳ ହୁଅନ୍ତି ।

୫. ଲକ୍ଷ୍ୟହୀନ ଜୀବନ- ପ୍ରତ୍ୟେକଙ୍କ ଜୀବନରେ ଲକ୍ଷ୍ୟ ରହିବା ଆବଶ୍ୟକ । ଲକ୍ଷ୍ୟହୀନ ଜୀବନ ମୂଲ୍ୟହୀନ ପରି ହୋଇଥାଏ । ଲକ୍ଷ୍ୟ ବିନା କିଛି ହାସଲ କରିହୁଏ ନାହିଁ । ଗୋଲ ସେଟ କରିବା ଏକ ରୋଡମ୍ୟାପ ପରି । ଏହା ଜୀବନକୁ ଗତି ଦିଏ । ପ୍ଲାନ ବିନା ଗୋଲର ମଧ୍ୟ କିଛି ମୂଲ୍ୟ ନାହିଁ । ସଫଳତା ହାସଲ କରିବାକୁ ହେଲେ ଜୀବନରେ ଲକ୍ଷ୍ୟ ସ୍ଥିର କରିବା ଦରକାର ।

୬. ସମ୍ପର୍କର ମୂଲ୍ୟ ନ ବୁଝିବା- ଜୀବନର ମାନେ ସମ୍ପର୍କ । ତୁମ ଚାରିପାଖରେ ଚାରିପାଖରେ ଥିବା ଲୋକ ତୁମ ଜୀବନକୁ ପ୍ରଭାବିତ କରିଥାନ୍ତି । ଦୁର୍ଭାଗ୍ୟବସତ ଅସଫଳ ବ୍ୟକ୍ତି ସମ୍ପର୍କର ଗୁରୁତ୍ବକୁ ଅଣଦେଖା କରନ୍ତି । କେବଳ ପ୍ରିୟଜନଙ୍କୁ ଛାଡିଦେଲେ ଅନ୍ୟ ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ । ସମ୍ପର୍କ ସପୋର୍ଟ ସିଷ୍ଟମ ପରି ହୋଇଥାଏ । ଏହା ଜୀବନକୁ ସମୃଦ୍ଧ କରେ ।

୭. ଭୁଲରୁ ନ ଶିଖିବା- କଥାରେ ଅଛି ଠିକିଲେ ଶିଖନ୍ତି । ଅର୍ଥାତ ଭୁଲ କଲେ ସେଥିରୁ କିଛି ଶିକ୍ଷା ମିଳେ । ଆଗକୁ ଯେପରି ଆଉ ଭୁଲ ନହୁଏ ସେ ଦିଗରେ ଧ୍ୟାନ ଦେବାକୁ ପଡିଥାଏ । କିନ୍ତୁ କିଛି ଲୋକ ସେମାନଙ୍କ ଭୁଲକୁ ସ୍ବୀକାର କରନ୍ତି ନାହିଁ । ସଫଳତା ହାସନ କରିବାକୁ ହେଲେ ଭୁଲକୁ ସ୍ବୀକାର କରି ସେଥିରୁ କିଛି ଶିଖି ତାହାକୁ ସୁଧାରିବାକୁ ହେବ ।

୮. ପରିସ୍ଥିତି ସହ ଖାପ ଖୁଆଇ ନ ଚଳିବା- ଦୁନିଆ ପରିବର୍ତ୍ତନଶୀଳ । ସଫଳ ହେବାକୁ ହେଲେ ଜଣଙ୍କୁ ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିବାକୁ ହେବ । ଅସଫଳ ବ୍ୟକ୍ତିଙ୍କ ମଧ୍ୟରେ ଏହାର ଅଭାବ ଦେଖିବାକୁ ମିଳେ । ନୂଆ ଟେକ୍ନିକ ଗ୍ରହଣ ନ କରିବା,ପୁରୁଣା ପଦ୍ଧତିରେ ଚାଲିବା ଅସଫଳତା କାରଣ ହୋଇଥାଏ । ସବୁ ପରିସ୍ଥିତିକୁ ଆପଣେଇ ଚାଲିଲେ ସଫଳ ହାସଲ କରିବା ସହଜ ହେବ ।

୯. ଆତ୍ମବିଶ୍ବାସର ଅଭାବ- ବିଶ୍ବାସ ଆତ୍ମବିଶ୍ବାସର ଅଭାବ ଅସଫଳତାକୁ ବାଟ କଢାଏ । ଜଣେ ଅସଫଳ ବ୍ୟକ୍ତି ପାଇଁ  ଆତ୍ମବିଶ୍ବାସର ଅଭାବ ଏକ ପ୍ରମୁଖ କାରଣ । ନିଜର ଦକ୍ଷତା ଉପରେ ସନ୍ଦେହ ନକରି ପ୍ରତି କାର୍ୟ୍ୟକୁ ଆତ୍ମବିଶ୍ବାସର ସହିତ କରିବା ଦରକାର । ଆତ୍ମବିଶ୍ବାସ ଗେମ ଚେଞ୍ଜର ପରିି ହୋଇଥାଏ । ଆତ୍ମବିଶ୍ବାସର ଅଭାବ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଦିଏ ନାହିଁ ।

Tags: life styleLife sucesses
ShareTweetShareSend
Sanchar Live

Sanchar Live

Next Post
ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ଭିଇଦକ୍ଷତା' ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.