Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ଯରେ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ

Sanchar Live by Sanchar Live
January 18, 2025
in ଓଡିଶା
0
ରାଜ୍ଯରେ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ
0
SHARES
10
VIEWS
FacebookTwitter

ଭୁବନେଶ୍ୱର : ଶନିବାର ଭିଡିଓ କନଫ୍ରେନସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ମୋଟ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଦେଶର ମୋଟ ୧୦ ରାଜ୍ଯ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨୩୦ ରୁ ଅଧିକ ଜିଲ୍ଲାରେ ଆଜି ଏ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଯେଉଁଥିରେ ମୋଟ ୫୦ ହଜାରରୁ ଅଧିକ ଗାଁ ସଂପୃକ୍ତ ରହିଥିବା ବେଳେ ଏହି ଯୋଜନାରେ ମୋଟ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ମୋଦୀ କହିଥିଲେ ଯେ, ଦେଶର ଗାଁ ଓ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆଜି ଏକ ଐତିହାସିକ ଦିନ ଅଟେ ।

ଏହି  ସ୍ବାମିତ୍ବ ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ ମାଲିକାନା ମଧ୍ୟ ସ୍ପଷ୍ଟ ହେବ। ସମ୍ପତ୍ତିର ମାଲିକ ସମ୍ପତ୍ତି ଅଧିକୃତ କାଗଜପତ୍ର ମଧ୍ୟ ସହଜରେ ପାଇପାରିବେ। ଯାହାକି ଗ୍ରାମୀଣ ଭାରତକୁ ପରିବର୍ତ୍ତନ ଏବଂ ଗ୍ରାମାଞ୍ଚଳରେ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବ।

ଆଜି ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ  ଅବସରରେ ରାୟଗଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ସହ ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରିଥିଲେ।

ଏହି ସ୍ୱାମିତ୍ୱ ଯୋଜନା ନୂଆ ଡ୍ରୋନ ଟେକ୍ନୋଲୋଜି ଉପରେ ଆଧାରିତ । ଯାହାଦ୍ୱାରା ଗାଁରେ ଥିବା ଘର ମାଲିକଙ୍କ ଅଧିକାରର ରେକର୍ଡ ପ୍ରଦାନ କରି ହେବ । ଫଳରେ ଗ୍ରାମୀଣ ଅର୍ଥବ୍ଯବସ୍ଥା ସଶକ୍ତ ଓ ସମୃଦ୍ଧ ହୋଇ ଉଠିବ ।ଗାଁର ସର୍ବେକ୍ଷଣ ତଥା ବୈଷୟିକ ଜ୍ଞାନକୌଶଳ ମାଧ୍ଯମରେ ମାନଚିତ୍ରଣ କରି ଗ୍ରାମୀଣ ଭାରତର ପରିବର୍ତ୍ତନ ଦିଗରେ ବିଶେଷ ମହତ୍ତ୍ୱ ରଖିବ । ଫଳରେ ପ୍ରଗତି ପଥରେ ଆଗେଇବ ଦେଶ ।ଏହି ସ୍ୱାମିତ୍ୱ ଯୋଜନା ମାଧ୍ଯମରେ ସରକାର ସଠିକ ସମ୍ପତ୍ତିର ସ୍ୱାମିତ୍ୱ ଡାଟା ପ୍ରଦାନ କରୁଛନ୍ତି । ଯେଉଁଥିରେ ସ୍ପଷ୍ଟ ସ୍ୱାମିତ୍ୱ ରେକର୍ଡ ଲୋକଙ୍କୁ ମିଳିଥାଏ । ଫଳରେ ଜମି ବିବାଦ କମ୍ ହୋଇଥାଏ ।ପ୍ରକାଶଥାଉ ଯେ, ଏହି ଯୋଜନା ମାଧ୍ଯମରେ ଏଯାଏଁ ୨ କୋଟି ୨୫ ଲକ୍ଷ ସମ୍ପତ୍ତି କାର୍ଡ ପ୍ରସ୍ତୁତ ହୋଇ ସାରିଛି । ଏହ ସଂଖ୍ଯା ପ୍ରାୟ ୯୨ ପ୍ରତିଶତ ଗାଁକୁ କଭର କରି ସାରିଛି ।ତାହାସହ ୩ ଲକ୍ଷ ୧୭ ହଜାର ଗ୍ରାମରେ ଡ୍ରୋନ ସର୍ବେକ୍ଷଣ ଶେଷ ହୋଇଛି ।

Tags: mohan majhinarendra modiodisha
ShareTweetShareSend
Sanchar Live

Sanchar Live

Next Post
ଖଣ୍ଡଗିରି ମେଳା : ଜାଣନ୍ତୁ BMC ପକ୍ଷରୁ କଣ କରାଯାଇଛି ବ୍ୟବସ୍ଥା

ଖଣ୍ଡଗିରି ମେଳା : ଜାଣନ୍ତୁ BMC ପକ୍ଷରୁ କଣ କରାଯାଇଛି ବ୍ୟବସ୍ଥା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.