Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ

Sanchar Live by Sanchar Live
July 24, 2025
in ଓଡିଶା
0
ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ
0
SHARES
279
VIEWS
FacebookTwitter

ସଂଚାର ବ୍ୟୁରୋ: ମାତ୍ର ୪ ମିନିଟରେ ଦୁର୍ଘଟଣା । ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଦୁର୍ଘଟଣାଗ୍ରସ୍ତ ହେଲା ଶାଲିମାର ଏକ୍ସପ୍ରେସ । ଟ୍ରେନ ନମ୍ବର- ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଷ୍ଟେସନ ଛାଡିବାର ମାତ୍ର ୪ ମିନିଟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏକ ବିରାଟ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏକ୍ସପ୍ରେସ୍ । ଶାସିମାର-ସମ୍ବଲପୁର ଏକ୍ସପ୍ରେସ୍ ସମ୍ବଲପୁର ସିଟି ଷ୍ଟେସନରୁ ସକାଳ ୯ଟା ୧୮ରେ ଛାଡିଥିବା ବେଳେ ଅତି ଧୀର ଗତିରେ ଟ୍ରେନଟି ଯାଉଥିଲା ।

କ୍ଷେତ୍ରାଜପୁରରେ ଥିବା ସମ୍ବଲପୁର ଜଙ୍କସନ ଅଭିମୁଖେ ଶାଲିମାର ଏକ୍ସପ୍ରେସ ଯାଉଥିବା ବେଳେ ଟ୍ରେନ ଛାଡିବାର ୪ ମିନିଟରେ ଅର୍ଥାତ ୯ଟା ୨୨ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ବଗି ଟ୍ରାକରୁ ଖସି ଯିବା ପରେ ଯାତ୍ରୀ ଭୟଭୀତ ହୋଇ ଅନ୍ୟ ବଗିକୁ ଧାଇଁ ଯାଇଥିଲେ । ପରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଛାଡି ବାକି ବଗି ସମ୍ବଲପୁର ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା । ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନି ।ସେପଟେ ବର୍ତ୍ତମାନ ଲାଇନ୍ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରାକ ସଫା କାମ ଚାଲୁ ରହିଥିବା ବେଳେ ବଗିକୁ ଟ୍ରାକ ଉପରକୁ ଉଠାଇବା କାମ ଜାରି ରହିଛି । ଉକ୍ତ ରୁଟରେ ଆସୁଥିବା ଟ୍ରେନକୁ ସବୁ ରୋକା ଯାଇଛି । ଖୁବଶୀଘ୍ର ଲାଇନ୍ କ୍ଲିୟର ହେଲେ ଉକ୍ତ ଟ୍ରାକରେ ପୁଣି ଗଡିବ ଟ୍ରେନ୍ ।

Tags: sambalpurtrain trasedy
ShareTweetShareSend
Sanchar Live

Sanchar Live

Next Post
ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ….

ସମବାୟ ବିଭାଗରେ ଅବସ୍ଥାପିତ ହେଲେ ରାଜେଶ ପ୍ରଭାକର ପାଟିଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.