ସଂଚାର ବ୍ୟୁରୋ: ଆସନ୍ତାକାଲି ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ହେବ ସମ୍ବଲପୁର ବନ୍ଦ। ବନ୍ଦ ଲାଗି ଚାଷୀ ସଂଗଠନ ଡାକରା ଦେଇଥିବା ବେଳେ ଆଜି ହୋଇଛି ଚାଷୀଙ୍କ ବାଇକ ରାଲି l ସହର ସାରା ବାଇକ୍ ରାଲି କରି ଚାଷୀଙ୍କ ବନ୍ଦକୁ ସହରବାସୀ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରିଛି ଚାଷୀ ସୁରକ୍ଷା ସଂଗଠନ। ବାଇକ ରାଲି କ୍ଷେତରାଜପୁର ମା ସମଲେଇ ମନ୍ଦିର ଦେଇ ସହର ପରିକ୍ରମା କରିଛି।

