Wednesday, March 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କର ଆହତ

Sanchar Live by Sanchar Live
March 18, 2026
in ଓଡିଶା
0
ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କର ଆହତ
0
SHARES
17
VIEWS
FacebookTwitter

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କର ଆହତ । ସମ୍ବଲପୁର ନାକଟିଦେଉଳ ପୋଲିସ ଏହି ଏନକାଉଣ୍ଟର କରିଛି । ପୋଲିସକୁ ଚ୍ୟାଲେଞ୍ଜ କରି ଖସି ପଳାଇବାକୁ ଅଭିଯୁକ୍ତ ଜଣକ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ।

ଅଭିଯୁକ୍ତ ଟିମା ୩ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୋଲିସ ପକ୍ଷରୁ ୨ ରାଉଣ୍ଡ ଗୁଳି ଚଳାଯାଇଥିଲା । ଏଥିରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଘଟଣାସ୍ଥଳରୁ ତା’ର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଓ ଗୁଳି, ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ।

ଆହତ ଅଭିଯୁକ୍ତ ଟିମା ଓରଫ ଧନେଶ୍ୱର ଝାଙ୍କରକୁ ତୁରନ୍ତ ଚିକିତ୍ସା ପାଇଁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ୍ ଆକ୍ଟ ଏବଂ ଆଲୁମିନିୟମ ତାର ଚୋରି ଭଳି ୪୧ରୁ ଅଧିକ ଅପରାଧିକ ମାମଲାରେ ସେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।

ପୂର୍ବ ସୂଚନା ମୁତାବକ, ଭୋରରୁ ଟିମାକୁ କାବୁ କରିବାକୁ ଯାଉଥିଲା ପୋଲିସ । ତେବେ ଫିଲ୍ମ ଷ୍ଟାଇଲରେ ଡ଼ୁମଛାଲି ଜଙ୍ଗଲରେ ଲୁଚି ରହି ପୋଲିସ ଉପରକୁ ଗୁଳି କରିଥିଲା ଟିମା । ପାଖାପାଖି ୩ ରାଉଣ୍ଡ ଗୁଳିମାଡ କରିଥିଲା ଟିମା । ଫଳରେ ପୋଲିସ ଆତ୍ମରକ୍ଷା କରିବାକୁ ପାଲଟା ଗୁଳାମାଡ କରିଥିଲା । ଯେଉଁଥିରେ ଟିମାର ଗୋଡ଼ରେ ବାଜିଥିଲା ଗୁଳି । ଘଟଣା ସ୍ଥଳରେ ଆହତ ହୋଇପଡିଥିଲା ଅପରାଧୀ । ସଂଗେ ସଂଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ ସ୍ପଟରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି, ବିଦ୍ୟୁତ ତାର କଟର ଜବତ କରିବା ସହ ୩ ସହଯୋଗୀକୁ ଗିରଫ କରିଛି ।

Tags: encountersambalpur
ShareTweetShareSend
Sanchar Live

Sanchar Live

Next Post
ପୁରୀ ଯାଉଥିଲେ ଜାଣିରଖ, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଯାଉଥିଲେ ଜାଣିରଖ, ୪ ଘଣ୍ଟା ଦର୍ଶନ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କମିଲା ସୁନା ଓ ରୁପା ଦର
  • ମାହି କାହିଁକି ଛାଡ଼ିବେ ଜର୍ସି ନମ୍ବର ୭ ?
  • ପୁରୀ ଯାଉଥିଲେ ଜାଣିରଖ, ୪ ଘଣ୍ଟା ଦର୍ଶନ ବନ୍ଦ
  • ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କର ଆହତ
  • ଡିଜିଏମ୍ଏସ୍ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ବେଦାନ୍ତ ଆଲୁମିନିୟମ ଜାମଖାନି କୋଇଲା ଖଣିର ରେକର୍ଡ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.