Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଲକ୍ଷ୍ୟ ପ୍ରାପ୍ତିର ସରଳ ଓ ସୁଲଭ ମାର୍ଗ କ’ଣ ?

Sanchar Live by Sanchar Live
September 1, 2024
in ଜୀବନ ଶୈଳୀ
0
ଲକ୍ଷ୍ୟ ପ୍ରାପ୍ତିର ସରଳ ଓ ସୁଲଭ ମାର୍ଗ କ’ଣ ?
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଈଶ୍ୱର ପ୍ରାପ୍ତିର ସବୁଠାରୁ ସରଳ ଓ ସୁଲଭ ରାସ୍ତା ହେଉଛି କୌଣସି ଯୋଗ୍ୟ ସନ୍ଥ ବା ସଦଗୁରୁଙ୍କର ଚରଣାଶ୍ରିତ ରହିବା । ଧର୍ମଗ୍ରନ୍ଥ ପଠନ ଏବଂ ଧାର୍ମିକ ବ୍ୟାଖ୍ୟା ଶ୍ରବଣ ଅପେକ୍ଷା ଜଣେ ଆତ୍ମଦ୍ରଷ୍ଟା ସନ୍ଥଙ୍କର ସଙ୍ଗତି ଅଧିକ ଲାଭଦାୟକ । ପୃଥିବୀବାସୀଙ୍କ ପାଇଁ ସୂର୍ଯ୍ୟଙ୍କର ଆଲୋକ ବ୍ରହ୍ମାଣ୍ଡର ଅନ୍ୟ ସମସ୍ତ ନକ୍ଷତ୍ରଗଣଙ୍କ ଠାରୁ ପ୍ରାପ୍ତ ସମସ୍ତ ପ୍ରକାଶଠାରୁ ଯେପରି ଅଧିକ ତୀବ୍ର, ସେହିପରି ସଦଗୁରୁଙ୍କ କୃପାରୁ ଯେଉଁ ଆଧ୍ୟାତ୍ମିକ ଜ୍ଞାନଲାଭ ହୁଏ । ତାହା ଗ୍ରନ୍ଥ, ଉପଦେଶ ବା ଅନ୍ୟ କୌଣସି ମାଧ୍ୟମରେ ଆହରିତ ଜ୍ଞାନ ଠାରୁ ଅଧିକ ପ୍ରଭାବଶାଳୀ । ସଦଗୁରୁଙ୍କର ପ୍ରତ୍ୟେକଟି ଆଚରଣ, ମୃଦୁଭାଷଣ, ସତ ଉପଦେଶ, କ୍ଷମାଶୀଳତା ,ସ୍ଥିରତା, ବୈରାଗ୍ୟ, ଦାନ,ପରୋପକାରିତା, ଶରୀର ନିୟନ୍ତ୍ରଣ, ଅହଙ୍କାରଶୂନ୍ୟତା ଆଦି ଗୁଣଗୁଡିକ ସେମାନଙ୍କର ସତସଙ୍ଗ ଦ୍ୱାରା ଭକ୍ତକୁ ପ୍ରଭାବିତ କରିଥାଏ । ଏହା ଭକ୍ତମାନଙ୍କର ମନ,ଚିନ୍ତା ଓ ଚେତନାରେ ଆଲୋକପାତ କରାଇ ଉତ୍ତରୋତ୍ତର ଆଧ୍ୟାତ୍ମିକ ଉନ୍ନତିର କାରଣ ହୋଇଥାଏ ।

ଶ୍ରୀ ସାଇବାବା ଏପରି ଜଣେ ସନ୍ଥ ବା ସଦଗୁରୁ ଥିଲେ । ଯଦିଓ ବାହାରକୁ ସେ ଏକ ସାଧାରଣ ଫକୀରର ଅଭିନୟ କରୁଥିଲେ, ଅନ୍ତରରେ ସେ ସର୍ବଦା ଆତ୍ମଲୀନ ଥିଲୋ ସମସ୍ତ ପ୍ରାଣୀଙ୍କ ପ୍ରତି ସେ ସ୍ନେହଶୀଳ ଥିଲେ ଓ ସେମାନଙ୍କ ଭିତରେ ଭଗବତ ଦର୍ଶନ କରୁଥିଲେ । ସେ ସୁଖରେ ଉତଫୁଲ୍ଲିତ ବା ଦୁଃଖରେ କାତର ହେଉନଥିଲେ । ତାଙ୍କର ଧନୀ-ଗରିବ ସମସ୍ତଙ୍କ ପାଇଁ ସମଭାବ ଥିଲା ଯାହାଙ୍କର (ବାବା) କେବଳ କୃପା ମାତ୍ରକେ ଭିକ୍ଷୁକ ରାଜା ହୋଇପାରୁଥିଲା ସେ ଶିରିଡିର ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗୁଥିଲେ ।

Tags: saibaba
ShareTweetShareSend
Sanchar Live

Sanchar Live

Next Post
ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.