Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ

Sanchar Live by Sanchar Live
June 6, 2025
in ଓଡିଶା
0
କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ
0
SHARES
5
VIEWS
FacebookTwitter

କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ । ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ବୈଠକ । କୋଟିଆ ପାଇଁ ଗଠନ ହୋଇଥିବା ୧୬ ଜଣିଆ କମିଟିର ପ୍ରଥମ ବୈଠକ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।  କୋଟିଆବାସୀଙ୍କ ନିକଟରେ ସବୁ ସୁବିଧା କେମିତି ପହଞ୍ଚିବ, ତା ଉପରେ ଗୁରୁତ୍ୱ ଦିଆଯିବ ।  ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ । ଏପରିକି ସୁପ୍ରିମକୋର୍ଟରେ ହାରିଥିବା ମାମଲାକୁ ପୁଣି ବିଚାରକୁ ନିଆଯିବ ।

ଆଜିର ପ୍ରଥମ କୋଟିଆ ବୈଠକରେ ସମସ୍ତ ବିଭାଗକୁ ରାଜସ୍ବ ମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୧ ମାସ ମଧ୍ୟରେ ନିଜ ନିଜ ବିଭାଗର ରୋଡ଼ ମ୍ୟାପ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଜ ନିଜ ବିଭାଗର ଯୋଜନା ଏବଂ ରୋଡ଼ମ୍ୟାପ ଦେବାକୁ ସବୁ ବିଭାଗ ସଚିବ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏହାକୁ ନେଇ ସାଲିସ ହେବ ନାହିଁ । ଆଜିର କୋଟିଆ ବୈଠକରେ  କମିଟିର ସଦସ୍ୟ ଥିବା ଏକାଧିକ ବିଭାଗର ସଚିବ , କୋରାପୁଟ ଜିଲ୍ଲାପାଳ, ଏସପି ଏବଂ ପୂର୍ବତନ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

Tags: kotiaodisha
ShareTweetShareSend
Sanchar Live

Sanchar Live

Next Post
ପାଣି ପାଇଁ ବିକଳ ହେଲାଣି ପାକିସ୍ତାନ

ପାଣି ପାଇଁ ବିକଳ ହେଲାଣି ପାକିସ୍ତାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.