Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ରିଙ୍କୁ ଓ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ସମ୍ପନ୍ନ

Sanchar Live by Sanchar Live
January 17, 2025
in କ୍ରୀଡ଼ା
0
ରିଙ୍କୁ ଓ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ସମ୍ପନ୍ନ
0
SHARES
56
VIEWS
FacebookTwitter

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ତାରକା ରିଙ୍କୁ ସିଂହ ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ରିଙ୍କୁଙ୍କର ତାଙ୍କ ବାନ୍ଧବୀଙ୍କ ସହିତ ନିର୍ବନ୍ଧ ଶେଷ ହୋଇଛି । ସାମାଜବାଦୀ ପାର୍ଟୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

୧୬ ଜାନୁୟାରୀ ଗୁରୁବାର ଦିନ ରିଙ୍କୁ ଓ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଅଲୀଗଡ଼ର ଅଜୌନ ସହରରେ ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିବା ନେଇ ପ୍ରଶିକ୍ଷକ କହିଛନ୍ତି । ଜାତୀୟ ଗଣମାଧ୍ୟମକୁ ତାଙ୍କର ପ୍ରଶିକ୍ଷକ ମସୁଦ୍ଜ ଜଫର୍ ଅମୀନୀ ଏହି ସୂଚନା ଦେଇଥିବାବେଳେ ରିଙ୍କୁଙ୍କ ତରଫରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

୨୭ ବର୍ଷିୟ ରିଙ୍କୁ ସିଂହ ଭାରତୀୟ ଟିମରୁ ୨ଟି ଦିନିକିଆ ଓ ୩୨ ଟି-୨୦ ଖେଳିଛନ୍ତି । ଦିନିକିଆରେ ମାତ୍ର ୫୫ ରନ୍ କରିଥିବାବେଳେ ଟି-୨୦ରେ ୫୦୭ ରନ୍ କରିଛନ୍ତି । ଏହା ସହିତ ଆଇପିଏଲରେ କୋଲକାତା ନାଇଟ୍ ଲାଇଡର୍ସ ପାଇଁ ଖେଳୁଛନ୍ତି ।

କିଏ ଏହି ପ୍ରିୟା ସରୋଜ ? 

୨୬ ବର୍ଷିୟା ପ୍ରିୟା ସରୋଜ ଉତ୍ତର ପ୍ରଦେଶର ମଛଲିସହର ଲୋକସଭା ଆସନରୁ ସପା ସାଂସଦ ଅଛନ୍ତି । ୧୯୯୮ ନଭେମ୍ବର ୨୩ରେ ଜନ୍ମ ପ୍ରିୟା ବାରଣାସୀରେ ଜନ୍ମ ଗ୍ରହଣ କରିଥିଲେ । ସେ ନୂଆଦିଲ୍ଲୀ ସ୍ଥିତ ଏୟାର ଫୋର୍ସ ଗୋଲଡେନ୍ ଜୁବଲୀ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିବା ପରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ଏହା ପରେ ଆମିଟି ବିଶ୍ୱ ବିଦ୍ୟାଳୟରୁ ଏଲଏଲବି କରିଛନ୍ତି । ତାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ୩ ଥର ସାଂସଦ ରହି ସାରିଛନ୍ତି । ସେ ବର୍ତ୍ତମାନ କେରାକତ ନିର୍ବାଚନ ମଣ୍ଡଳୀରୁ ବିଧାୟକ ସେ ବର୍ତ୍ତମାନ କେରାକତ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ।

Tags: EngementPriya sarojRiku singh
ShareTweetShareSend
Sanchar Live

Sanchar Live

Next Post
ଆଇଆଇଟି ବାବାଙ୍କ ଭୟଙ୍କର ସାଧନା, ମଶାଣୀରେ…

ଆଇଆଇଟି ବାବାଙ୍କ ଭୟଙ୍କର ସାଧନା, ମଶାଣୀରେ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.