Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆପଣ ବି ରାତିରେ ଭାତ ଖାଉଛନ୍ତି କି? ଜାଣନ୍ତୁ କଣ ହେବ ଅସୁବିଧା

Sanchar Live by Sanchar Live
October 28, 2024
in ଜୀବନ ଶୈଳୀ
0
ଆପଣ ବି ରାତିରେ ଭାତ ଖାଉଛନ୍ତି କି? ଜାଣନ୍ତୁ କଣ ହେବ ଅସୁବିଧା
0
SHARES
12
VIEWS
FacebookTwitter

ଭାରତର ପ୍ରମୁଖ ଖାଦ୍ୟ ଭାତ । ତେଣୁ ଅଧିକାଂଶ ଲୋକେ ଦିନକୁ ଏକାଧିକ ଥର ଭାତ ଖାଇବାକୁ ପସନ୍ଦ କରନ୍ତି । ଭାତରୁ ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲୋରୀ, ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲେସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଜିଙ୍କ ଭଳି ଖଣିଜ ସାର ମିଳୁଥିବା ବେଳେ ଏହା ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ । କିନ୍ତୁ ରାତିରେ ଅଧିକ ଭାତ ଖାଇବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । କାରଣ ଭାତରେ ଷ୍ଚାର୍ଚ ଓ କାର୍ବସ ଅଧିକ ଥାଏ, ଯାହା ସହଜରେ ଭାଙ୍ଗିଯାଏ । ଏହା ସହଜରେ ହଜମ ହୋଇଯାଉଥିଲେ ମଧ୍ୟ ଶରୀରରେ ଗ୍ଲୁକୋଜ ସ୍ତର ଶୀଘ୍ର ବଢାଇଥାଏ । ତେଣୁ ଡାଇବେଟିସ୍ ରୋଗୀ ରାତିରେ ଭାତ ନ ଖାଇବାକୁ ପରାମର୍ଶ ଦିଆଯାଏ । ସେହିପରି ଅଧିକ ଭାତ ଖାଇବା ଦ୍ବାରା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ ।

ମେଦବହୁଳତା: ଭାତରେ ଅଧିକ କ୍ୟାଲେରୀ ଓ କାର୍ବୋହାଇଡ୍ରେଟ ମିଳେ । ଏହା ଓଜନ ବୃଦ୍ଧିର କାରଣ ହୋଇପାରେ । ତେଣୁ ଯଦି ନିଜର ଓଜନ କମାଇବାକୁ ଚାହୁଁଛନ୍ତି, ତାହେଲେ ରାତିରେ ଭାତ ଖାଇବା ଅନୁଚିତ୍ ।

ଆର୍ଥ୍ରାଇଟିସ୍ ରୋଗୀ: ଚାଉଳରେ ଏମିତି ଉପାଦନ ରହିଛି ଯାହା ଶରୀରରେ ପ୍ରଦାହ ବଢାଇପାରେ, ଆଉ ଏହା ଆର୍ଥ୍ରାଇଟିସ୍ ଯନ୍ତ୍ରଣା ବଢାଇଥାଏ । ତେଣୁ ଆର୍ଥ୍ରାଇଟିସ୍ ରୋଗୀ ରାତିରେ ଭାତ ନ ଖାଇବା ଭଲ ।

ନିଦ୍ରା ସମସ୍ୟା:  ସେହିପରି ଭାତ ଖାଇବା ଦ୍ବାରା ଶରୀରରେ ଟ୍ରିପ୍ଟୋଫନ ମାତ୍ରା ବୃଦ୍ଧି ପାଏ, ଯାହାକି ନିଦରେ ସହାୟକ ହୁଏ । କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ । ସେମାନଙ୍କ ସ୍ଲିପ୍ କ୍ବାଲିଟି ପ୍ରଭାବିତ ହୋଇପାରେ । ଯଦି ଆପଣଙ୍କୁ ନିଦ୍ରା ସମସ୍ୟା ରହିଛି, ତାହେଲେ ରାତିରେ ଭାତ ଖାଇବାରୁ ଦୂରେଇ ରୁହନ୍ତୁ ।

ଡାଇବେଟିସ୍ ରୋଗୀ: ଭାତରେ ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହା ରକ୍ତରେ ସୁଗାର ଲେବଲ ଶୀଘ୍ର ବଢାଇପାରେ । ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ହାନିକାରକ । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟପଦାର୍ଥ ଦ୍ବାରା ଟାଇପ୍-2 ଡାଇବେଟିସ୍ ଆଶଙ୍କା ମଧ୍ୟ ବଢିଥାଏ ।  ତେବେ ଧଳା ଭାତ ବଦଳରେ ବ୍ରାଉନ ରାଇସ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ଏଥିରେ ହାଇ ଫାଇବର ମିଳେ, ଯାହାକି ହ୍ବାଇଟ୍ ରାଇସଠାରୁ ଅଧିକ ସ୍ବାସ୍ଥ୍ୟଗତ ଫାଇଦା ଦିଏ । ଏଥିସହ ରାତ୍ରିଭୋଜନ ଓ ଶୋଇବା ମଧ୍ୟରେ 3ରୁ 4 ଘଣ୍ଟା ବ୍ୟବଧାନ ରଖିବା ଉଚିତ୍ ।

Tags: lifestylerice
ShareTweetShareSend
Sanchar Live

Sanchar Live

Next Post
ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ

ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.