Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ମଦ ଦୋକାନରୁ ଲୁଟିନେଲେ

Sanchar Live by Sanchar Live
February 14, 2025
in ଅପରାଧ
0
ମଦ ଦୋକାନରୁ ଲୁଟିନେଲେ
0
SHARES
12
VIEWS
FacebookTwitter

ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଠିପିବନ୍ଦ ବିଦେଶୀ ମଦ ଦୋକାନରୁ ଗତ ରାତିରେ ଚୋରି ଅଭିଯୋଗ । ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୋକାନର କବାଟ ଘେଡ଼ା ତାଡ଼ିଦେଇଛନ୍ତି ଦୁର୍ବୃତ୍ତ । ଭୋର ସମୟରେ କବାଟ ଘେଡ଼ା ତଡ଼ାଯାଇଥିବା ଦେଖି ବ୍ୟବସାୟୀଙ୍କୁ ଖବର ଦେଇଥିଲେ ପାଖ ଦୋକାନୀ । ଚୋରି ନେଇ ଗୁଣୁପୁର ପୋଲିସକୁ ସୂଚନା ଦେଇଥିଲେ ବ୍ୟବସାୟୀ ନଗେନ୍ଦ୍ର ସୁବୁଦ୍ଧି । ପୋଲିସ ପହଞ୍ଚି ଦୋକାନରେ ଯାଞ୍ଚ କରିଛି । ଦୋକାନ କ୍ୟାସ୍ ବକ୍ସରୁ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ନଗେନ୍ଦ୍ର । ତିନିଜଣ ଦୁର୍ବୃତ୍ତ ଦୋକାନ ଭିତରେ ପଶିଥିବା ସିସିଟିଭିରେ କଏଦ୍ ହୋଇଛି । ଦୁର୍ବୃତ୍ତମାନେ ମୁହଁକୁ ଗାମୁଛାରେ ଘୋଡ଼ାଇ ରଖିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଦୁର୍ବୃତ୍ତମାନେ ଚୋରି କରିବା ପରେ ଆଣିଥିବା ଏକ ଶାବଳକୁ ଛାଡ଼ିଚାଲିଯାଇଥିବା ଜଣାପଡ଼ିଛି। ଏନେଇ ନଗେନ୍ଦ୍ର ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Tags: lootrayagada
ShareTweetShareSend
Sanchar Live

Sanchar Live

Next Post
ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା

ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.