Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସରିଲା ରତ୍ନଭଣ୍ଡାର ନିରୀକ୍ଷଣ ଓ ଯାଞ୍ଚ

Sanchar Live by Sanchar Live
September 18, 2024
in ଓଡିଶା
0
ସରିଲା ରତ୍ନଭଣ୍ଡାର ନିରୀକ୍ଷଣ ଓ ଯାଞ୍ଚ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ସରିଲା ରତ୍ନଭଣ୍ଡାର ନିରୀକ୍ଷଣ ଓ ଯାଞ୍ଚ ।  ଏଏସଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ସରିଲା ଯାଞ୍ଚ ପରୀକ୍ଷଣ ।  ତିନିଘଣ୍ଟା ଧରି ପରୀକ୍ଷଣ ଚାଲିଥିଲା । ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ କରାଯାଇଛି ।  ଫିଜିକାଲ୍ ଯାଞ୍ଚ ବି ହୋଇଛି । କାନ୍ଥ ଓ ଚଟାଣ ଦେଖାହୋଇଛି ।  ଆହୁରି ରାଡାର ସର୍ଭେ ଆବଶ୍ୟକ ।  ଆଉଥରେ ସର୍ବେକ୍ଷଣ କରିବେ ।

ସର୍ବେକ୍ଷଣ ପରେ ରିପୋର୍ଟ ଦେବେ ।  ଏକ୍ସପର୍ଟ ମାନଙ୍କ ମତାମତ ନିଆଯିବ।  ୧୭ ଜଣିଆ ଟେକ୍ନିକାଲ୍ କମିଟି ଓ ଏନଜିଆରଆଇ ଟିମ୍ ପ୍ରତିକ୍ରିୟା ଡକୁମେଣ୍ଟଟେସନ ହୋଇଛି । ଏନଜିଆରଆଇ ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ଲେଜର ସ୍କାନିଂ ରିପୋର୍ଟ ଖୁବଶୀଘ୍ର ଆସିବ। ଫିଜିକାଲ ଅନୁଧ୍ୟାନରୁ ସୁଡ଼ଙ୍ଗ ନେଇ କୌଣସି ସଂକେତ ମିଳି ନାହିଁ। ଜିପିଆରଏସ ସର୍ଭେ ପରେ ଚିତ୍ର ସ୍ପଷ୍ଟ ହେବ । ଏନଜିଆରଆଇ ଟିମ ଖୁବ ଶୀଘ୍ର ଜିପିଆରଏସ ସର୍ଭେ କରିବ ।

Tags: odishapuriratna bhandar
ShareTweetShareSend
Sanchar Live

Sanchar Live

Next Post
ସୋଆ ମ୍ୟାନେଜମେଣ୍ଟ ଏବଂ ହୋଟେଲ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ସୋଆ ମ୍ୟାନେଜମେଣ୍ଟ ଏବଂ ହୋଟେଲ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ପୀଠରେ ମହାନବମୀ, ମଣ୍ଡପରେ ମହାଷ୍ଟମୀ
  • ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର
  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.