Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜିଠୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ରଥ ର୍ନିମାଣ କାର୍ଯ୍ୟ

Sanchar Live by Sanchar Live
May 20, 2025
in ଓଡିଶା
0
ଆଜିଠୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ରଥ ର୍ନିମାଣ କାର୍ଯ୍ୟ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଚଳଚଞ୍ଚଳ ରଥ ଖଳା । ଆଜିଠୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ରଥ ର୍ନିମାଣ କାର୍ଯ୍ୟ । ଶୀତଳଷଷ୍ଠୀ ପର୍ଯ୍ୟନ୍ତ ଚାଲିବ ରଥ ଚକ କାର୍ଯ୍ୟ । ସ୍ନାନପୂର୍ଣ୍ଣିମାରେ ଚାରି ନାହାକା ଉଠିବାର ବିଧି ରହିଛି । ଗତକାଲି ଭଉଁରୀରେ ରଥଖଳାରେ ଡେରା ହୋଇଥିଲା ଚକ-ଅଖ । ଚକଅଖ ଡେରିଥିଲେ ଭୋଇ ସେବାୟତ । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିବାବେଳେ ଭଉଁରୀରେ ସମ୍ପନ୍ନ ହୋଇଛି ଚକ-ଅଖ ଡେରା ନୀତି । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଟୁଆରରେ ରଥଖଳାକୁ ବିଜେ କରିଥିଲା ଆଜ୍ଞାମାଳ । ଭୋଇ ସେବକମାନେ ୩ ରଥର ଦୁଇ ଦୁଇଟି ନାହାକା ଚକରେ ଅଖ ସଂଯୋଗ କରିଥିଲେ । ନିର୍ଦ୍ଧାରିତ ସମୟରେ କାମ ସରିଥିବାରୁ ରଥ ନିର୍ମାଣ କାମ ସଠିକ ସମୟରେ ସରିବା ନେଇ ଆଶା ରଖିଛନ୍ତି କାରିଗର । ସେପଟେ ରଥଯାତ୍ରାରେ ଯେଭଳି କୌଣସି ବିଶୃଙ୍ଖଳା ନ ହୁଏ, ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ରଥକାମରେ ଲାଗି ପଡ଼ିଛନ୍ତି ମହାରଣା, ଭୋଇ, ରୂପକାର ଓ କମାର । ଏଥିପାଇଁ ଶ୍ରୀନଅର ଆଗରେ ଥିବା ଚାଳିଆରେ ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଂଗୀକ ବ୍ୟବସ୍ଥା କରାଯାଇଛି ।

Tags: odishapuriratha work
ShareTweetShareSend
Sanchar Live

Sanchar Live

Next Post
ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.