Thursday, July 17, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Sanchar Live by Sanchar Live
July 9, 2025
in ଜୀବନ ଶୈଳୀ
0
ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
0
SHARES
17
VIEWS
FacebookTwitter

ମେଷ: ବିଦେଶ ଯାତ୍ରାର ଯୋଗ ଅଛି । ବଡ଼ କଂପାନିରୁ ଚାକିରିର ସୁଯୋଗ ଆସିପାରେ । କିଛି ନୂଆ ଲୋକ ଆପଣଙ୍କ ସହିତ ଯୋଡ଼ିବାକୁ ଚେଷ୍ଟା କରିପାରନ୍ତି । ସମସ୍ତଙ୍କୁ ନିଜ କଥାରେ ଖୁସି ରଖିବାର ସଫଳ ହେବେ ।

ବୃଷ: ବ୍ୟବସାୟ ଲାଗି ଦିନଟି ଅନୁକୂଳ । ସମୟ ସୀମାକୁ ଧ୍ୟାନ ରଖି କାମ କରନ୍ତୁ । ଘରର ମାହୋଲ ଠିକ୍ ରହିବ । ଘରକୁ କୌଣସି ବନ୍ଧୁ ଆସବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ ।

ମିଥୁନ: ଠିକ୍ ସମୟରେ କାମ କରନ୍ତୁ ସଫଳତା ପାଇବେ । ବନ୍ଧୁ ନିଜ ପାଇଁ ଆପଣଙ୍କୁ କାମ କରିବା ପାଇଁ କହିପାରନ୍ତି । ରାଜନୀତିକ ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

କର୍କଟ: ବନ୍ଧୁ ସହିତ କଥାବର୍ତ୍ତାରେ ଭଲ କାମ ମିଳିପାରେ । ଏଥିରେ ଆପଣଙ୍କର ଆମଦାନି ବୃଦ୍ଧି ହେବ । ଆପଣଙ୍କ ବ୍ୟବହାରରେ ଲୋକ ଖୁସି ହୋଇପାରନ୍ତି । ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି ।

ସିଂହ: ଜୀବନରେ ନୂଆ କାମ ଆରମ୍ଭ ହୋଇପାରେ । ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ । ଶିକ୍ଷକଙ୍କର ପୂରା ସହଯୋଗ ପାଇବେ । ଚାକିରିରେ ସଫଳତା ପାଇବେ । ଧନ ମାମଲାରେ ସ୍ଥିତି ଭଲ ହେବ ।

କନ୍ୟା: କିଛି ସମୟ ଈଶ୍ବର ଭକ୍ତିରେ ଲଗାନ୍ତୁ । ମହିଳା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବାର ଯୋଗ ଅଛି । ଘରକୁ ବନ୍ଧୁ ଆସିବେ । ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବାର ମନ ବଳାଇବେ । ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ ।

ତୁଳା: ନିଜ ଅନୁଭବର ଠିକ୍ ବ୍ୟବହାର କରି କୌଣସି ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବେ ।

ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିବେ । ଅନଲାଇନିରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ ।

ବିଛା: ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ । ବଡ଼ ଭାଇ ଭଉଣୀ ସହଯୋଗରେ ଚାକିରି ମିଳିପାରେ । ସନ୍ତାନ କ୍ୟାରିୟରରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ ।

ଧନୁ: କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥା ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ ଲାଭ ପାଇବେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଥିବା ଲୋକ ସଫଳତା ପାଇବେ । ପ୍ରେମ ସମ୍ବନ୍ଧ ନିବିଡ଼ ହେବ ।

ମକର: ବିଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ । ପରିବାର ଆଗରେ ନିଜର ମତ ରଖିବାର ମଉକା ପାଇବେ । ନିବେଶ କରିବା ସମୟରେ ନିଜ ବଜେଟ ଉପରେ ଧ୍ୟାନ ରଖନ୍ତୁ ।

କୁମ୍ଭ: କିଛି ସମୟ ଏକାନ୍ତରେ ଅତିବାହିତ କରିବାକୁ ପସନ୍ଦ କରିବେ । ବଡ଼ ଏବଂ ଅଲଗା କାମ କରିବା ପାଇଁ ଭାବି ପାରନ୍ତି । ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ । ନୂଆ ବିଚାର ଉପରେ କାମ କରିବେ ।

ମୀନ: ଅତୀତ ଭୁଲରୁ କିଛି ନୂଆ ଶିଖିକରି ଆଗକୁ ବଢ଼ିବେ । ନୂଆ କାର୍ଯ୍ୟ କରିବାକୁ ଇଚ୍ଛା କରିବେ । ମନ ଚାହୁଁଥିବା ବସ୍ତୁ ପାଇବେ । କାନୁନ ମାମଲାର ସ୍ଥିତି ନିୟନ୍ତ୍ରଣ ରହିବ । କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହନ୍ତୁ ।

Tags: horoscopelifestyle
ShareTweetShareSend
Sanchar Live

Sanchar Live

Next Post
୬ଦଫା ଦାବି: ଆଜି ଭାରତ ବନ୍ଦ

୬ଦଫା ଦାବି: ଆଜି ଭାରତ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ
  • ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?
  • ବର୍ଷାଋତୁରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁନି ଏହି ପରିବା
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.