Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାସନକାର୍ଡ ହିତାଧିକାରୀ ଇ କେୱାଇସି କରି ନାହାଁନ୍ତି କି? ଆଉ ରହିଲା ..

Sanchar Live by Sanchar Live
October 20, 2024
in ଓଡିଶା
0
ରାସନକାର୍ଡ ହିତାଧିକାରୀ ଇ କେୱାଇସି କରି ନାହାଁନ୍ତି କି? ଆଉ ରହିଲା ..
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି । ସରକାରଙ୍କ ଏହି ଯୋଜନାରେ ଦେଶର କୋଟି କୋଟି ହିତାଧିକାରୀ ଉପକୃତ ହେଉଛନ୍ତି । ସରକାରଙ୍କ ଅଧିକାଂଶ ଯୋଜନା ଦେଶର ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ । ସରକାର ଜାତୀୟ ଖାଦ୍ୟ ସୁରକ୍ଷା ନୀତି ଆଧାରରେ ଲୋକଙ୍କୁ ମାଗଣା ରାସନା ଯୋଗାଇ ଦେଉଛନ୍ତି । ଯାହାଙ୍କ ପାଖରେ ରାସନକାର୍ଡ ଅଛି ସେ ହିଁ ଏହି ଯୋଜନାରେ ଉପକୃତ ହୋଇ ପାରୁଛି ।

ଏଥର ରାସନକାର୍ଡଧାରୀଙ୍କ ପାଖରେ କମ ସମୟ ରହିଛି । ଏହା ପରେ ହିତାଧିକାରୀଙ୍କୁ ଚାଉଳ ଓ ଗହମ ମିଳିବା ବନ୍ଦ ହୋଇଯାଇପାରେ । ଭାରତ ସରକାର ସମସ୍ତ ରାସନକାର୍ଡଧାରୀଙ୍କ ପାଇଁ ସୂଚନା ଜାରି କରିଛନ୍ତି ।

ସମସ୍ତ ରାସନକାର୍ଡ ହିତାଧିକାରୀଙ୍କୁ ଇ କେୱାଇସି କରିବାକୁ ପଡିବ । ଯେଉଁ ହିତାଧିକାରୀ ଇ କେୱାଇସି ନ କରିବେ ତାଙ୍କ ଭାଗରେ ମିଳୁଥିବା ଚାଉଳ ଓ ଚିନି ମିଳିବା ବନ୍ଦ ହୋଇଯିବ । ଭାରତ ସରକାର ରାସନକାର୍ଡଧାରୀଙ୍କ ପାଇଁ ଇ କେୱାଇସି ଅପଡେଟ୍ କରିବା ପାଇଁ ଅନ୍ତିମ ତାରିଖ ଦେଇଥିଲେ । ଏବେ ଏହି ସମୟ ସୀମାକୁ ଆହୁରି ବଢାଇ ଦେଇଛନ୍ତି କେନ୍ଦ୍ର ସରକାର ।

ସରକାର ପ୍ରଥମେ ରାସନକାର୍ଡ ହିତାଧିକାରୀଙ୍କୁ ଇ କେୱାଇସି କରିବା ପାଇଁ ଅନ୍ତିମ ତାରିଖ ନଭେମ୍ବର ୩୧ ଧାର୍ଯ୍ୟ କରିଥିଲେ । କିନ୍ତୁ ଏବେ ଏହି ସମୟ ସୀମାକୁ ବଢାଇ ୨୦୨୪ ଡିସେମ୍ବର ୩୧ କରିଛନ୍ତି । ଫଳରେ ରାସନକାର୍ଡଧାରୀଙ୍କୁ ଇ କେୱାଇସି ଅପଡେଟ୍ କରିବା ପାଇଁ ଆଉ ମାସେ ସମୟ ମିଳି ଯାଇଛି ।

ଯଦି ଡିସେମ୍ବର ୩୧ ତାରିଖ ସୁଦ୍ଧା ଇ କେୱାଇସି ଅପଡେଟ୍ ନ କରିବେ ତେବେ  ରାସନକାର୍ଡ ତାଲିକାରୁ ହିତାଧିକାରୀଙ୍କ ନାଁ କରିବା ସହ ଚାଉଳ ଓ ଗହମ ମିଳିବା ବନ୍ଦ ହୋଇଯିବ ।

ହିତାଧିକାରୀ ଯେ କୌଣସି ନିକଟସ୍ଥ ଡିଲରଙ୍କ ପାଖକୁ ଯାଇ ଇ କେୱାଇସି ଅପଡେଟ୍ କରି ପାରିବେ । ସେଠାରେ ପିଓଏସ ମେସିନରେ ନିଜର ଥମ୍ବ ପ୍ରିଣ୍ଟ ଲଗାଇ ନିଜର ପରିଚୟର ଭେରିଫିକେସନ କରିବାକୁ ପଡିବ । ଏହା ପରେ ଆପଣଙ୍କ ଇ କେୱାଇସି ଅପଡେଟ୍ ପ୍ରକ୍ରିୟା ସଂପୂର୍ଣ୍ଣ ହେବ ।

Tags: e kycrasan card
ShareTweetShareSend
Sanchar Live

Sanchar Live

Next Post
ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.