Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଗୁରୁଦକ୍ଷିଣାରେ ସେନା ମୁଖ୍ୟଙ୍କୁ ପାକ ଅଧିକୃତ କାଶ୍ମୀର ମାଗିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

Sanchar Live by Sanchar Live
May 29, 2025
in ଭାରତ
0
ଗୁରୁଦକ୍ଷିଣାରେ ସେନା ମୁଖ୍ୟଙ୍କୁ ପାକ ଅଧିକୃତ କାଶ୍ମୀର ମାଗିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ଗୁରୁଦକ୍ଷିଣାରେ ସେନା ମୁଖ୍ୟଙ୍କୁ ପାକ ଅଧିକୃତ କାଶ୍ମୀର ମାଗିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଚିତ୍ରକୂଟ ତୁଳସୀ ପୀଠରେ ଆଜି ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଓ ତାଙ୍କ ପତ୍ନୀ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଠାରୁ ଦୀକ୍ଷା ନେବା ପରେ ପିଓକେ ଫେରାଇ ଆଣିବାକୁ ଗୁରୁଦକ୍ଷିଣା ମାଗିଛନ୍ତି । ଏହାସହ ଜଗଦଗୁରୁ ପରାମର୍ଶ ଦେଇ କହିଛନ୍ତି, ପାକିସ୍ତାନକୁ କୌଣସି ବାର୍ତ୍ତା ଦେବାର ଆବଶ୍ଯକତା ନାହିଁ । ସେ ନକ୍ସାରୁ ବିଲୋପ ହୋଇଯିବ । ଲଙ୍କା ବିଜୟ ପୂର୍ବରୁ ମାତା ସୀତା ହନୁମାନଙ୍କୁ ଯେଉଁ ଦୀକ୍ଷା ଦେଇଥିଲେ ଜେନେରାଲ ଦ୍ବିବେଦୀଙ୍କୁ ସେହି ଦୀକ୍ଷାରେ ଅଭିମନ୍ତ୍ରିତ କରିଛନ୍ତି ଜଗଦଗୁରୁ । ପାକ ଅଧିକୃତ କାଶ୍ମୀର ଆମର।ଏହା ଆମକୁ ମିଳିବା ଦରକାର ବୋଲି ଏକ ପ୍ରକାର ଦାବ କରିଥିଲେ ଜଗଦଗୁରୁ । ଆଉ ଏହି ଦକ୍ଷିଣା ମୋତେ ମିଳିବ ବୋଲି ଦୃଢୋକ୍ତି ଦେଖାଇଥିଲେ ଜଗଦଗୁରୁ । ଏହି ଅବସରରେ ସେନାଧ୍ଯକ୍ଷଙ୍କୁ ‘ବିଜୟୀ ସେନାଧ୍ୟକ୍ଷ’ ବୋଲି ଅଭିହିତ କରି ଆଶୀର୍ବାଦ କରିଥିଲେ । ଆଉ ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ ଯେ, କୁକୁରର ଲାଙ୍ଗୁଡ କେବେ ସିଧା ହୋଇନି। ଯଦି ଆଉ ପାକିସ୍ତାନ ଆତଙ୍କୀ ହମଲା କରେ ତେବେ ସେ ଦେଶ ମାନଚିତ୍ରରୁ ଉଭେଇ ଯିବ।..

Tags: indiapakistanpok
ShareTweetShareSend
Sanchar Live

Sanchar Live

Next Post
ବଜ୍ରପାତରେ ୨ ମହିଳା ମୃତ

ବଜ୍ରପାତରେ ୨ ମହିଳା ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.