ସଂଚାର ବ୍ୟୁରୋ: ରାଜନଗର ସାତଭାୟ ସମୁଦ୍ର କୂଳରେ ଲାଗିଛି ଦୁଇଟି ବିରାଟ କଣ୍ଟେନର | ସମୁଦ୍ରରେ ଭାସି ଭାସି ଆସି କୂଳରେ ଲାଗିଥିବା ସୂଚନା | କଣ୍ଟେନର ଭିତରେ ଥିବା ସୋରିଷ ତେଲ, ବିସ୍କୁଟ, କୁରୁ କୁରେ ଆଦି ବିଭିନ୍ନ ଖାଦ୍ୟ ସାମଗ୍ରୀ କୁ ବୋହିନେଲେ ସ୍ଥାନୀୟ ଲୋକେ | ଏହି କଣ୍ଟେନରଟି କେଉଁ ଦେଶର କେମିତି ଏଠାକୁ ଆସିଲା କାରଣ ଅସ୍ପଷ୍ଟ | ସ୍ଥାନୀୟ ଅଂଚଳ ରେ ଆଲୋଡନ |
© 2024 Sanchar News