Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ବର୍ଷା ଦିନେ କେଶ ଝଡିବାକୁ କିପରି ପାଇବେ ମୁକ୍ତି ?

Sanchar Live by Sanchar Live
September 10, 2024
in ଜୀବନ ଶୈଳୀ
0
ଜାଣନ୍ତୁ ବର୍ଷା  ଦିନେ କେଶ ଝଡିବାକୁ କିପରି ପାଇବେ ମୁକ୍ତି ?
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ବର୍ଷା ଋତୁ ଆସିବା ସହିତ ଅନେକ ରୋଗ ଆଣିଥାଏ । ଏହି ଋତୁରେ, କେଶ ଝଡ଼ିବା ଏବଂ ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ହେବାକୁ ଆରମ୍ଭ କରିଥାଏ । ଖରାପ ପାଗ ଏବଂ ବଢୁଥିବା ବୟସ ଯୋଗୁ ଝାଳ ଶୁଖିବାକୁ ବହୁତ ସମୟ ଲାଗିଥାଏ । ଯେଉଁ କାରଣରୁ କେଶ ବହୁତ ଶୀଘ୍ର ଝଡିବାକୁ ଲାଗିଥାଏ । ତେବେ ଅନେକ ଥର ବର୍ଷାରେ ଓଦା ହେବା ଏବଂ ଉପଯୁକ୍ତ ଯତ୍ନ ନ ନେବା ମଧ୍ୟ କେଶ ଝଡ଼ିବା ସମସ୍ୟାକୁ ବଢାଇଥାଏ । ଏଭଳି ପରିସ୍ଥିତିରେ, ଋତୁ ଅନୁଯାୟୀ ଆପଣଙ୍କ କେଶର ଯତ୍ନ ନେବା ଉଚିତ । ବର୍ଷା ଋତୁରେ କେଶ ଝଡ଼ିବାକୁ ରୋକିବା ପାଇଁ, ନିୟମିତ ଭାବେ କେଶକୁ ତେଲ ଲଗାଇବା ଏବଂ ଏହାକୁ ସଫା ରଖିବା ଜରୁରୀ । ତାହେଲେ ଆସନ୍ତୁ ଜାଣିବା ବର୍ଷାରେ ଓଦା ହେବା ପରେ କେଶ ନଝଡିବା ପାଇଁ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ ।

ବର୍ଷାରେ କେଶ ଝଡିବାକୁ କିପରି ରୋକାଯାଇପାରିବ ?
ବର୍ଷାରେ କେଶ ଓଦା ହେଲେ ନିଶ୍ଚିତ ଭାବରେ ସାମ୍ପୁ କରନ୍ତୁ : ବର୍ଷା ପାଣିରେ ଅନେକ କେମିକାଲ ଏବଂ କାର୍ବନ ରହିଥାଏ ଯାହା କେଶକୁ କ୍ଷତି ପହଞ୍ଚାଇପାରେ । ତେଣୁ, କେବେ ଯଦି ଆପଣ ବର୍ଷାରେ ଓଦା ହେଉଛନ୍ତି, ତେବେ ତୁରନ୍ତ ସଫା ପାଣିରେ କେଶକୁ ସାମ୍ପୁ କରିବାକୁ ଭୁଲିବ ନାହିଁ ।

ଉଷୁମ ପାଣି ବ୍ୟବହାର କରନ୍ତୁ : ଯଦି କେଶ ବର୍ଷା ପାଣିରେ ଓଦା ହେଉଛି, ତେବେ ଖାଲି ପାଣି ବଦଳରେ ଉଷୁମ ପାଣିରେ ସାମ୍ପୁ କରନ୍ତୁ । ଏପରି ଭାବେ ବର୍ଷା ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ । ଏହା ସହ କେଶ ଏବଂ ସ୍କିନ୍‌ ମଧ୍ୟ ଭଲ ରହିବ । ଏହାଦ୍ୱାରା ଥଣ୍ଡା ହେବାର ଆଶଙ୍କା ମଧ୍ୟ କମିଯାଏ ।

ତ୍ୱଚାକୁ ଶୁଖିଲା ରଖନ୍ତୁ : ବର୍ଷାରେ ତ୍ୱଚା ଚିପ୍‌ଚିପା ହେବା ଯୋଗୁ କେଶ ଝଡ଼ିବା ସମସ୍ୟା ବଢିପାରେ । ବିଶେଷକରି ଧ୍ୟାନ ଦିଅନ୍ତୁ ଯେ ବର୍ଷା ଋତୁରେ ଆପଣଙ୍କ ସ୍କାଲ୍ ଶୁଖିଲା ରହିବ । ତେବେ ବର୍ଷ ଯୋଗୁ କେଶ ଝଡିବା ସହ ରୁପି ମଧ୍ୟ ହେବାର ଆଶଙ୍କା ବଢିଥାଏ । ତେଣୁ ସବୁବେଳେ କେଶକୁ ଶୁଖିଲା ରଖନ୍ତୁ ।

କେଶରେ ତେଲ ଲଗାନ୍ତୁ : କିଛି ଲୋକ ଏହି ପାଗ ଏବଂ ଝାଳରୁ ରକ୍ଷା ପାଇବା ପାଇଁ କେଶରେ ତେଲ ବ୍ୟବହାର କରନ୍ତି ନାହିଁ । କିନ୍ତୁ ସାମ୍ପୁ କରିବା ପୂର୍ବରୁ ୧ ରୁ ୨ ଘଣ୍ଟା ପୂର୍ବରୁ କେଶକୁ ତେଲରେ ମାଲିସ୍ କରିବା ଜରୁରୀ । ଉଷୁମ ତେଲରେ କେଶକୁ ମାଲିସ କରିବା ଦ୍ୱାରା କେଶର ମୂଳ ମଜବୁତ ହେବା ସହ କେଶକୁ ଚମକ ମଧ୍ୟ ଦେଇଥାଏ ।

ହେୟାର କଣ୍ଡିସନର ବ୍ୟବହାର କରନ୍ତୁ : ଏହି ଋତୁରେ, ଆପଣ ସାମ୍ପୁ ପରେ ହେୟାର କଣ୍ଡିସନର ବ୍ୟବହାର କରିବା ଜରୁରୀ । ଏପରି ଭାବେ କେଶ ନରମ ଏବଂ ରେଶମୀ ହୋଇଯିବ । ଏହାଦ୍ୱାରା କେଶ କମ୍ ଝଡିବାକୁ ଲାଗିଥାଏ । ଯଦି ଆପଣ ସପ୍ତାହରେ ଦୁଇଥର ସାମ୍ପୁ କରୁଛନ୍ତି, ତେବେ କଣ୍ଡିସନର ଲଗାନ୍ତୁ । ଯଦି ଆପଣ ବର୍ଷାରେ ଓଦା ହେଉଛନ୍ତି, ତାହେଲେ ଆପଣ ଏହି ସବୁ ଉପାୟ ଆପଣାନ୍ତୁ । ଯାହାଫଳରେ ଆପଣ କେଶ ଝଡିବା ସମସ୍ୟାରୁ ରକ୍ଷା ପାଇପାରିବେ ।

Tags: hair falln lifestyle
ShareTweetShareSend
Sanchar Live

Sanchar Live

Next Post
ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.