Wednesday, May 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ବାହା ହେବାକୁ ଚାହୁଁଛନ୍ତି କି ? ପଚାରନ୍ତୁ ଏହି ପ୍ରଶ୍ନ…

Sanchar Live by Sanchar Live
August 16, 2025
in ଜୀବନ ଶୈଳୀ
0
ବାହା ହେବାକୁ ଚାହୁଁଛନ୍ତି କି ? ପଚାରନ୍ତୁ ଏହି ପ୍ରଶ୍ନ…
0
SHARES
202
VIEWS
FacebookTwitter

ବିବାହ ପୂର୍ବରୁ ୭ଟି ବିଷୟରେ ନିଜ ପାର୍ଟନରଙ୍କ ସହ ନିଶ୍ଚୟ କଥା ହୁଅନ୍ତୁ । ଯାହାଫଳରେ ବିବାହ ପରେ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କାରଣ ବିବାହ କେବଳ ଦୁଇ ବ୍ୟକ୍ତିଙ୍କ ମିଳନ ନୁହେଁ ବରଂ ଦୁଇ ମନର ମିଳନ ହୋଇଥାଏ । ରିଲେସନସିପ କିପରି ସହଜ ଏବଂ ସୁନ୍ଦର ଭାବେ ଚାଲିବ, ସେନେଇ ରିଲେସନସିପ ଥେରାପିସ୍ଟ କିମ୍ଵରଲି ମୋଫିଟ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଏହି ୭ ଟିପ୍ସ ଲେଖାଯାଇଛି ।

୧- ପ୍ରଥମେ ଟଙ୍କା କିପରି ଖର୍ଚ୍ଚ ହେବ, ସବୁକିଛି 50/50 ହେବ ନା ଖର୍ଚ୍ଚ, ଆୟ ଅନୁସାରେ ହେବ ସେସବୁ ବିଷୟରେ ସ୍ଥିର କରନ୍ତୁ। ଦୁଇଜଣଙ୍କର ଜଏଣ୍ଟ ଆକାଉଣ୍ଟ ରହିବ ନା ଅଲଗା ଅଲଗା, ତାହା ବି କଥା ହୁଅନ୍ତୁ।

୨- ପରସ୍ପରଠାରୁ କିମ୍ବା ପରସ୍ପରର ପିତାମାତାଙ୍କଠାରୁ ଆପଣଙ୍କର କ’ଣ ଆଶା ଅଛି, ଏହା ବିଷୟରେ ଖୋଲାଖୋଲି କଥାବାର୍ତ୍ତା ହୁଅନ୍ତୁ ।

୩- ଆପଣଙ୍କ ରାଜନୈତିକ କିମ୍ବା ସାଂସ୍କୃତିକ ଦୃଷ୍ଟିକୋଣ ସମାନ କି ଭିନ୍ନ ? ଆପଣ ଆପଣଙ୍କର ପାର୍ଥକ୍ୟକୁ ବୁଝି ଏକାଠି ରହିପାରିବେ କି ? ଭବିଷ୍ୟତରେ, ଏହା ଆପଣଙ୍କ ପିଲାମାନଙ୍କର ଲାଳନପାଳନ, ସ୍ବାସ୍ଥ୍ୟ ଏବଂ ଶିକ୍ଷାକୁ ମଧ୍ୟ ପ୍ରଭାବିତ କରିପାରେ, ତେଣୁ ଏହି ବିଷୟରେ ମଧ୍ୟ ଆଲୋଚନା କରନ୍ତୁ ।

୪-ଆପଣଙ୍କର ପସନ୍ଦ ନାପସନ୍ଦ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ। ଆପଣ କୁକୁର ବିଲେଇ ଜନ୍ତୁ ଆଦି ଘରେ ରଖିବାକୁ ପସନ୍ଦ କରନ୍ତି କି ନାହିଁ, ସହରରେ କି ଗାଁରେ ରହିବାକୁ ଚାହାନ୍ତି, ଗୋଟିଏ ବିଛଣାରେ ଶୋଇବାକୁ ପସନ୍ଦ କରିବେ କି ଅଲଗା । ଏସବୁ ବିଷୟରେ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ ।

୫-ଆପଣଙ୍କର କଣ ଲକ୍ଷ ଅଛି, ଆପଣ ଜୀବନରେ କ’ଣ କରିବାକୁ ଚାହାଁନ୍ତି ଏହି ସମସ୍ତ ବିଷୟ ବିଷୟରେ ମଧ୍ୟ ପଚାରି ବୁଝନ୍ତୁ।

୬-ଆପଣ ପରିବାରରେ ସମସ୍ତଙ୍କ ସହିତ ରହିବାକୁ ପସନ୍ଦ କରନ୍ତି କି ନାହିଁ । ଆପଣଙ୍କର ସକାଳ ଉଠିବା ସମୟ କ’ଣ ? ଆପଣଙ୍କ ଶୋଇବା ସମୟ କ’ଣ ? ଆପଣଙ୍କ ଦିନ କିପରି କଟେ ? ଏହି ଛୋଟ ଛୋଟ ଜିନିଷ ବିଷୟରେ ଖୋଲାଖୋଲି କଥା ହେବା ନିହାତି ଜରୁରୀ।

୭-ଏସବୁ ବ୍ୟତୀତ, ଯଦି କେହି ଅସୁସ୍ଥ ହୁଅନ୍ତି କିମ୍ବା କିଛି ଅଘଟଣ ଘଟେ ତେବେ ଆପଣ ସେ ସମୟରେ କିପରି ମ୍ୟାନେଜ କରିବେ ?

Tags: lifestylemarriage
ShareTweetShareSend
Sanchar Live

Sanchar Live

Next Post
ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ

ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସହିଦ ନଗର ସବର ସାହିରେ ଛୁରା ମାଡ଼
  • ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା
  • ମହଙ୍ଗା ହେଲା ସୁନା ଓ ରୁପା
  • ଆଜି ଏହି ରାଶିକୁ ମିଳିବ ଶୁଭଫଳ
  • ପାକିସ୍ତାନରେ ଫୁଟିଲା ବୋମା, ଚାଲିଗଲା ୯ ଜୀବନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.