ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କରାଗଲା ବଡ଼ ମହାସ୍ନାନ । ଅବକାଶ ପୂଜା ସରିବା ପରେ ହୋଇଛି ବଡ଼ ମହାସ୍ନାନ ।
ଭିତର କାଠ ପାଖରେ କେହି ବାନ୍ତି କରିଦେବାରୁ କରାଗଲା ବଡ଼ ମହାସ୍ନାନ । ବଡ଼ ମହାସ୍ନାନ ପାଇଁ ସର୍ବସାଧାରଣ ଦର୍ଶନ ପ୍ରଭାବିତ ହୋଇଛି ।
© 2024 Sanchar News