Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ହଟିଲା କାର୍ତ୍ତିକ କଟକଣା, ଖୋଲିଲା ଚାରିଦ୍ୱାର

Sanchar Live by Sanchar Live
November 16, 2024
in ଓଡିଶା
0
ହଟିଲା କାର୍ତ୍ତିକ କଟକଣା, ଖୋଲିଲା ଚାରିଦ୍ୱାର

Oplus_0

0
SHARES
5
VIEWS
FacebookTwitter

ପୁରୀ : ହଟିଲା କାର୍ତ୍ତିକ କଟକଣା । ଆଜିଠୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରିବେ ଭକ୍ତ । ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ଚାରିଦ୍ବାରରେ ପ୍ରବେଶ ଅନୁମତି ଥିବା ବେଳେ ତିନି ଦ୍ବାରା ଦେଇ ଭକ୍ତ ବାହାରକୁ ବାହାରିପାରିବେ ।  ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ସମାଗମ ହୋଇଇଲା ଶ୍ରୀକ୍ଷେତ୍ରର ପବିତ୍ର ମହୋଦଧି ଓ ତୀର୍ଥ ପୁଷ୍କରିଣୀମାନଙ୍କରେ ହବିଷ୍ୟାଳିମାନେ ରାଧା ଦାମୋଦର ପୁଜା କରି କାର୍ତ୍ତିକ ବ୍ରତ ଉଦଯାପିତ କରିଛନ୍ତି  । ଆଉ ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରସାଦ ଖାଇ ମହାପୁଣ୍ୟ ଅର୍ଜନ କରିଛନ୍ତି ଭକ୍ତ  ।

Tags: purisrimandir
ShareTweetShareSend
Sanchar Live

Sanchar Live

Next Post
ଖତ ଗଦାରୁ ବିଡାବିଡା ଟଙ୍କା ଜବତ

ଖତ ଗଦାରୁ ବିଡାବିଡା ଟଙ୍କା ଜବତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.