Tuesday, May 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଲୋକଙ୍କ ଚିନ୍ତା ବଢ଼ାଇଲାଣି ଦରଦାମ

Sanchar Live by Sanchar Live
May 26, 2026
in ଓଡିଶା
0
ଲୋକଙ୍କ ଚିନ୍ତା ବଢ଼ାଇଲାଣି ଦରଦାମ
0
SHARES
6
VIEWS
FacebookTwitter

ମାତ୍ର ୧୦ଦିନ ଭିତରେ ଖାଇବା ତେଲଠୁ ନେଇ ଡାଲି, ଚିନି ଓ ପରିବା ଦର ହୁହୁ ହୋଇ ବଢ଼ିଚାଲିଛି । ହାଟରେ ଗୋଟିଏ ଦର ଥିବା ବେଳେ ଖୁଚୁରା ଦୋକାନରେ ତାହା ୧୦ରୁ ୨୦ ଟଙ୍କା ଅଧିକ ଦରରେ ବିକ୍ରି କରାଯାଉଛି । ବାଇଗଣ, ଟମାଟୋ, କଲରା, ଗାଜର, ସଜନା ଛୁଇଁରେ ଆଉ ହାତ ମାରିହେଉନି । ଯାହା ପଚାରିବ, ସବୁ ୬୦ରୁ ୮୦ । ପୂର୍ବରୁ ଡାଲି ୧୨୦ ଟଙ୍କା ଥିବା ବେଳେ ଗତକାଲି ଏହା ୧୩୦ଟଙ୍କା ଛୁଇଁଛି । ଗତ ସପ୍ତାହକରେ ସୋରିଷ ତେଲ, ପାମୋଲିନ୍ ତେଲ ବଢ଼ିବଢ଼ି ଆସି ୧୮୦ରୁ ୧୯୦ଟଙ୍କା ଛୁଇଁଲାଣି । ଆଉ ଦିନେ କି ଦୁଇଦିନ ମଧ୍ୟରେ ଏହା ଦ୍ୱିଶତକ ମାରିବ । ଏଭଳି ସ୍ଥିତିରେ ସାଧାରଣ ଖାଉଟି କ’ଣ କରିବ? ଗୋଟିଏ ପଟେ ପେଟ୍ରୋଲ, ଡିଜେଲ୍ ଦର କନ୍ଦାଉଥିବା ବେଳେ ତେଲ, ପରିବା ଦର ବୃଦ୍ଧି ଖାଉଟିଙ୍କୁ ଶୋଷିଚାଲିଛି ।

ସୋମବାର ରାଜଧାନୀର ୧ନମ୍ବର ହାଟରେ ଅଧିକାଂଶ ପରିବା ଦର ସ୍ୱାଭାବିକ ଭାବେ ନିୟନ୍ତ୍ରଣରେ ରହିଥିଲା । ସଜନା ଛୁଇଁ କିଲୋ ୧୦୦, ବାଇଗଣ ୪୦ରୁ ୫୦, ଟମାଟୋ ୪୦, କାଙ୍କଡ଼ ୬୦, କଲରା ୪୦, ଚାଲାଣ ପୋଟଳ ୨୦, ଦେଶୀ ପୋଟଳ କିଲୋ ୩୦ରୁ ୪୦ଟଙ୍କା ଥିଲା । ହେଲେ ବିଭିନ୍ନ ମାର୍କେଟରେ ଯେଉଁ ପରିବା ଦୋକାନ ଅଛି, ସେଠି ବାଇଗଣ ୭୦ରୁ ୮୦, କଲରା ୬୦, କାଙ୍କଡ଼ ୮୦, ପୋଟଳ ୬୦ ଓ ଛୁଇଁ ୧୨୦ଟଙ୍କାରେ ବିକ୍ରି ହେଉଥିଲା । ଏପରିକି ଅଦା, ରସୁଣ ଦର ମଧ୍ୟ ୧୨୦ ଛୁଇଁଲାଣି । ପରିବା ଦର ବୃଦ୍ଧି ପାଇଁ ବେପାରୀମାନେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ଦାୟୀ କରିଛନ୍ତି । ଏବେ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ବେଙ୍ଗାଲୁରୁ, ଉତ୍ତରପ୍ରଦେଶରୁ ପୋଟଳ, ଭେଣ୍ଡି, ଗାଜର, କଖାରୁ, ଅମୃତଭଣ୍ଡା ଆଦି ଆସୁଛି । ଗାଡି ଭଡ଼ା ବଢ଼ିଚାଲିଛି । ଏଭଳି ସ୍ଥିତିରେ ଗୋଟିଏ କିମି ପିଛା ୧ଟଙ୍କା ବଢ଼ିଛି । ସେହିହିସାବରେ ଦେଖିଲେ, ହାଟ ଦରଠୁ ୧୦ଟଙ୍କା ଅଧିକ ଦରରେ ପରିବା ଦର ବିକିବାକୁ ପଡ଼ୁଛି ବୋଲି ବେପାରୀ କହିଛନ୍ତି ।

ବଜାରରେ ଏବେ ସୋରିଷ ତେଲ ଦର ୧୯୦ ଓ ରିଫାଇନ୍ ତେଲ ୧୮୦ଟଙ୍କା ରହିଛି । ବର୍ଦ୍ଧିତ ଖାଇବା ତେଲ ଦରକୁ ନେଇ ଏବେ ଅକଳରେ ପଡ଼ିଛନ୍ତି ଗ୍ରାହକ । ଅପରପକ୍ଷେ, ରାଜ୍ୟବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ, ଏବେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗର ଦିଘାରୁ ଖାଇବା ତେଲ ଯଥା-ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ପାମୋଲିନ୍ ତେଲ ଆସୁଛି । ଓଡ଼ିଶାରେ ବାର୍ଷିକ ୫ଲକ୍ଷ ଟନ୍ ଖାଇବା ତେଲ ଆବଶ୍ୟକ । ସେହିଅନୁସାରେ, ବ୍ୟବସାୟୀମାନେ ତେଲ ଆଣୁଛନ୍ତି । ଆମଦାନୀ ଶୁଳ୍କ ବୃଦ୍ଧିପାଉଥିବାରୁ ଖାଇବା ତେଲ ଦର ବି ବଢ଼ୁଛି । ତେବେ ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବା କଥା, ଦରଦାମ ନିୟନ୍ତ୍ରଣ ପାଇଁ ଆମେ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲୁ । ବର୍ତ୍ତମାନ ସରକାର ସେହି ପ୍ରସ୍ତାବ ଉପରେ କାମ କରନ୍ତୁ ।

Tags: Pricehiketention
ShareTweetShareSend
Sanchar Live

Sanchar Live

Next Post
ଖାଇକୁ ଖସିଲା କାର : ୬ ମୃତ, ୪ ଆହତ

ଓଲଟିଲା ବସ, ଚାଲିଗଲା ୬ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା
  • ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ଅନ୍ୟ ଜଣେ ଅଭିଯୁକ୍ତ ଗିରଫ
  • ଖୋଲୁ ଖୋଲୁ ଖସିଲା ସେୟାର ବଜାର
  • GT VS RCB: ଯିଏ ଜିତିବ ସିଧା ଫାଇନାଲ ଟିକେଟ
  • ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.