Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ହୁତୁହୁତୁ ହୋଇ ବଢୁଛି ପିଆଜ, ଅଦା, ରସୁଣର ଦର

Sanchar Live by Sanchar Live
September 5, 2024
in ଓଡିଶା
0
ହୁତୁହୁତୁ ହୋଇ ବଢୁଛି ପିଆଜ, ଅଦା, ରସୁଣର ଦର
0
SHARES
15
VIEWS
FacebookTwitter

ସଂଚାର ବ୍ୟୁରୋ: ଖାଉଟିଙ୍କ ମୁଣ୍ଡରେ ଚଡ଼କ । ହୁତୁହୁତୁ ହୋଇ ବଢୁଛି ପିଆଜ, ଅଦା, ରସୁଣର ଦର । ପନି ପରିବା ମୂଲ୍ଯ ବି ଆକାଶ ଛୁଆଁ । ପରିବା ବଜାରରେ ସତେ ଯେମିତି ଲାଗିଚି ନିଆଁ । ମାସେ ଧରି ପରିବା ଦର ବଢ଼ି ଥିବା ବେଳେ ଏବେ ପିଆଜ, ରସୁଣ, ଅଦା କିଣିବାକୁ ଡରିଲେଣି ଖାଉଟି । ଗରିବ ଲୋକଙ୍କ କଥା ଛାଡ଼ ମଧ୍ୟବିତ୍ତ ପରିବାର ରୋଷେଇଘରୁ ଉଭାନ ହେଲାଣି ପିଆଜ, ଅଦା, ରସୁଣ ।

ଖାଉଟିଙ୍କୁ କଲବଲ କଲାଣି ଦରବୃଦ୍ଧି । ଆଳୁ ଟେନସନ ନ କମୁଣୁ ଏବେ କନ୍ଦାଇଲାଣି ପିଆଜ, ଅଦା, ରସୁଣ । ଭୁବନେଶ୍ବରର ଏକ ନମ୍ବର ମାର୍କେଟରେ ପିଆଜ କିଲୋ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ, ରସୁଣ ଅଢେଇଶ ଗ୍ରାମକୁ ୯୦ ଟଙ୍କା ରହିଛି । ଅଦା ଅଢେଇସକୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ଯସାୟୀ । ସରକାରଙ୍କ ପକ୍ଷରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ, ଦର ବୃଦ୍ଧି ପାଇଁ ସମସ୍ତଙ୍କୁ ଦାୟୀ କରିଛନ୍ତି ଗ୍ରାହକ । କିଛିଦିନ ଧରି ଆଳୁଦର ଲୋକଙ୍କୁ ଘାଣ୍ଟି ଦେଇଥିବାବେଳେ ଏବେ ପିଆଜ, ଅଦା, ରସୁଣ ଲୋକଙ୍କ ହାଣ୍ଡିଶାଳରୁ ଉଭାନ ହେଲାଣି ।

ଆମିଷ ହେଉ କି ପରିବା ଝୋଳ । ପିଆଜ, ଅଦା, ରସୁଣ ନ ପଡ଼ିଲେ ତରକାରୀ ପାଣିଚିଆ ଲାଗେ । କଣ କିଣିବେ, କେତେ କିଣିବେ ଦ୍ବନ୍ଦରେ ଖାଉଟି । ସେପଟେ ଆଗକୁ ପିଆଜ ଦର ଆହୁରି ବଢିପାରେ ବୋଲି କହିଛନ୍ତି ବେପାରୀ । ଯାହାକୁ ନେଇ ସରକାର ଙ୍କ ବ୍ୟବସ୍ଥାକୁ ଦାଇ କରିଛନ୍ତି ସାଧାରଣ ଲୋକ । ପରିବା ଦର ମଧ୍ଯ କେଉଁଟା କମ ନୁହେଁ। ଯାହାକୁ ଛୁଇଁବ ସବୁ ୫୦ ପାର । ବିଭାଗ ପକ୍ଷରୁ ଏଥି ନେଇ କୌଣସି ଆଖି ଦୃଷିଆ ପଦକ୍ଷେପ ନିଆଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

 

Tags: garlicgingeronionprice
ShareTweetShareSend
Sanchar Live

Sanchar Live

Next Post
ସାମ୍ବାଦିକଙ୍କୁ ମିଳି ପାରିଲାନି ସୁଧ ରିହାତି

ସାମ୍ବାଦିକଙ୍କୁ ମିଳି ପାରିଲାନି ସୁଧ ରିହାତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.