Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାଣନ୍ତୁ କଣ କହିଲେ ପ୍ରଣବ ପ୍ରକାଶ ଦାସ

Sanchar Live by Sanchar Live
November 21, 2024
in ରାଜନୀତି
0
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାଣନ୍ତୁ କଣ କହିଲେ ପ୍ରଣବ ପ୍ରକାଶ ଦାସ
0
SHARES
31
VIEWS
FacebookTwitter

ସଂଚାର ବ୍ୟୁରୋ: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଯାଜପୁର ବରୁଆଁ ନିକଟରେ ଆକ୍ରମଣ ଅଭିଯୋଗ। କିଛି ଦୁର୍ବୃତ୍ତ ବିଧାୟକଙ୍କ ଉପରେ ଆକ୍ରମଣ କରିଥିବା ସେ କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ଯେ, ବିରଜା ପ୍ରକଳ୍ପକୁ ନେଇ କିଛି ଲୋକ ରାସ୍ତାରୋକ କରିଥିଲେ । ବିଧାୟକ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ମୁଁ ଶୁଣିଛି। ବିଜେଡି କେବେ ହିଂସାରେ ବିଶ୍ବାସ କରେନି । ଆନ୍ଦୋଳନ ସମୟରେ କଣ ଘଟିଛି ତାହା ମୁଁ ଜାଣିନି । କିନ୍ତୁ କୌଣସି ଭାବେ ହିଂସାକୁ ପ୍ରଶ୍ରୟ ଦିଆଯିବନି । ଏଭଳି ଖବର ଶୁଣି ମୁଁ ମୋ ଭାଇକୁ ପୋଲିସକୁ ସହଯୋଗ କରିବାକୁ କହିଛି। ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ବିଧାୟକ ଓ ଆନ୍ଦୋଳକାରୀଙ୍କ ଭିତରେ ଉତ୍ତେଜନା ପରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ କିଛି ଭଙ୍ଗାରୁଜା କରିଥିବା ଶୁଣିବାକୁ ମିଳୁଛି । ତେଣୁ ଉଭୟ ପକ୍ଷରୁ କୌଣସି ପ୍ରକାର ହିଂସା ହେବା ଉଚିତ ନୁହେଁ। ବିଜେଡି ସବୁବେଳେ ଆଇନ ଶୃଙ୍ଖଳାକୁ ସମ୍ମାନ ଦେଇ ଆସୁଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ତେବେ ବବିଙ୍କ ପ୍ରତିକ୍ରିୟା ପରେ କୁହାଯାଉଛି କି, ସେ କେବଳ ସଫେଇ ଦେଉଛନ୍ତି । ସବୁ ଘଟଣାରେ ରହି ଏବେ ଖସି ଯିବାକୁ ଏଭଳି ସଫେଇ ଦେଉଛନ୍ତି ।

ଅନ୍ୟପଟେ ହିମାଂଶୁ ସିଧାସଳଖ କହିଥିଲେ କି, ବବି ଦାସଙ୍କ ସମର୍ଥକମାନେ ହିଁ ମୋତେ ଆକ୍ରମଣ କରିଛନ୍ତି । ସେମାନେ ବାରମ୍ବାର ଗୋଟିଏ କଥା କହୁଥିଲେ କି, ଭାଇ କହିଛି, ଏଇଟାକୁ ଜୀବନରୁ ମାରିଦେବା । ଯେଉଁ କାରଣରୁ ସେମାନେ ମୋ ଉପରେ ଆକ୍ରମଣ କରିଥିଲେ । ଗାଡ଼ିର କାଚ ଭାଙ୍ଗିବା ସହ ବେକ ଚିକିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଆସିବାରୁ ସେମାନେ ଛାଡ଼ି ପଳାଇଲେ ।

Tags: himansu sahujajpurpranab prakash dash
ShareTweetShareSend
Sanchar Live

Sanchar Live

Next Post
ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.