Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ , ଖେଳି ପାରିବେନି ପ୍ରମୋଦ ଭଗତ

Sanchar Live by Sanchar Live
August 13, 2024
in କ୍ରୀଡ଼ା
0
ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ , ଖେଳି ପାରିବେନି ପ୍ରମୋଦ ଭଗତ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ପାରାଅଲିମ୍ପିକରେ ଭାରତକୁ ଝଟକା। ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝଟକା । ବିଶ୍ବ ବ୍ୟାଡମିଣ୍ଟନ ଫେଡରେସନ ପ୍ରମୋଦଙ୍କୁ ଡୋପିଂ ସମ୍ବନ୍ଧୀୟ ନିୟମ ଉଲ୍ଲଙ୍ଘନ ମାମଲାରେ ନିଲମ୍ବନ କରିଛି । ୧୮ ମାସ ପର୍ଯ୍ୟନ୍ତ ଖେଳି ପାରିବେନି ପ୍ରମୋଦ । ପ୍ୟାରିସ ପାରାଅଲିମ୍ପିକ୍ସ ଆଉ ଖେଳି ପାରିବେନି ପ୍ରମୋଦ । ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ ।

କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟ (CAS) ଭଗତଙ୍କୁ ୧୨ ମାସ ଭିତରେ ତିନି ଥର ଦୋଷୀ ପାଇଛନ୍ତି । ମାର୍ଚ୍ଚ ୧, ୨୦୨୪ରେ CASର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କୁ ୧୨ ମାସ ମଧ୍ୟରେ ତିନି ଥର ଆଣ୍ଟି ଡୋପିଂ ନିୟମର ଉଲ୍ଲଙ୍ଘନ କରିଥିବା ଜାଣିବାକୁ ପାଇଛି । ସେପଟେ ୨୯ ଜୁଲାଇ ୨୦୨୪ରେ ସିଏଏସର ଆବେଦନ ଡିଭିଜନ ଭଗତଙ୍କ ଅପିଲ୍‌କୁ ଖାରଜ କରିଦେଇଥିଲା । ମାର୍ଚ୍ଚ ୧ରୁ ସିଏଏସର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

ଚଳିତବର୍ଷ ପ୍ରମୋଦ ପାରା ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିଅନଶିପରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ କଡା ଟକ୍କର ଦେଇ ପୁରୁଷ ସିଙ୍ଗଲ ଏସଏଲ୩ ଟାଇଟଲ ନିଜ ନାଁରେ କରିପାରିଥିଲେ ।

Tags: para olympicspramod bhagat
ShareTweetShareSend
Sanchar Live

Sanchar Live

Next Post
ସେଲ୍ଫି ନେଇ ଜୀବନ ହାରିଲେ ଦମ୍ପତି

ସେଲ୍ଫି ନେଇ ଜୀବନ ହାରିଲେ ଦମ୍ପତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.