Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ପ୍ରଫୁଲ୍ଲଙ୍କ ବିସ୍ଫୋରକ ବୟାନ, ନବୀନଙ୍କ ତାଗିଦ ପରେ ଵି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍

Sanchar Live by Sanchar Live
April 11, 2025
in ରାଜନୀତି
0
ପ୍ରଫୁଲ୍ଲଙ୍କ ବିସ୍ଫୋରକ ବୟାନ, ନବୀନଙ୍କ ତାଗିଦ ପରେ ଵି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍

Oplus_131072

0
SHARES
17
VIEWS
FacebookTwitter

ନବୀନଙ୍କୁ ନାଲି ଆଖି ଦେଖାଇଲେ ଦଳର ନେତା । ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କୁ ତାଗିଦ ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ଦେଇଛନ୍ତି ବିସ୍ଫୋରକ ବୟାନ । ଏଥିସହ ପାଣ୍ଡିଆନଙ୍କୁ କାହିଁକି ନବୀନ ବାବୁ ଛାଡି ପାରିବେନି ତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଦଳରେ ନାଲି ଆଖି କେହି କାହାରକୁ ଦେଖାଇ ପାରିବେ ନାହିଁ । ଆମେ କେତେ ବେଳେ କେଉଁଠି ବସିବୁ ତାହା ଆମର ବ୍ୟକ୍ତିଗତ କଥା । ଆମେ  ହୋଟେଲରେ ବସି ପାରିବୁନି କହିବା ଠିକ୍ ନୁହେଁ । ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି । ଆମେ ପାର୍ଟି ବିରୋଧରେ ଯାଇ କି ବୈଠକ କରୁନୁ । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନ ଯିବୁ ।

ପାଣ୍ଡିଆନଙ୍କୁ ବିଜେଡି ସୁପ୍ରିମୋ କ୍ଲିନଚିଟ୍ ଦେବା ପ୍ରସଙ୍ଗରେ ପ୍ରଫୁଲ୍ଲ କହିଛନ୍ତି, ପାଣ୍ଡିଆନଙ୍କୁ ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ନବୀନ ବାବୁଙ୍କୁ ସାମ୍ନାକୁ ଆସିବା ଦରକାର ନାହିଁ । ନିଜେ ପାଣ୍ଡିଆନ ଆଗକୁ ଆସି ସ୍ପଷ୍ଟ କରିବା ଦରକାର । ସେ କହି ଦିଅନ୍ତୁ ବିଜେଡି ଦଳରେ ମୁଁ ଆଉ ନାହିଁ । ମୁଁ ପାର୍ଟି କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରୁନି ।  ପାଣ୍ଡିଆନ ଫ୍ୟାକ୍ଟରକୁ କେହି ଗ୍ରହଣ କରୁ ନାହାନ୍ତି ।  ମୁଁ କିଛି ହସ୍ତକ୍ଷେପ କରୁନି ବୋଲି ପାଣ୍ଡିଆନ କୁହନ୍ତୁ । ପାଣ୍ଡିଆନ ଦଳରେ ନାହାନ୍ତି ବୋଲି କହୁଛନ୍ତି । ନବୀନ ବାବୁ ତାଙ୍କୁ କାହିଁକି ଛାଡି ପାରୁ ନାହାନ୍ତି । ଓଡିଶା ଲୋକ କଣ ଚାହୁଁଛନ୍ତି ତାହା ବୁଝିବା ଦରକାର ।

ୱାକଫ ନେଇ ବିଜେଡିରେ ଦେଖା ଦେଇଥିବା ଦ୍ୱିମତକୁ ନେଇ ପ୍ରଫୁଲ୍ଲ କହିଛନ୍ତି ଯେ, ବିଜେଡି ଏକ ଧର୍ମନିରପେକ୍ଷ ଦଳ । ପାର୍ଟି ନିଷ୍ପତ୍ତି ନେଇଥିଲେ ବିଧେକକୁ ବିରୋଧ କରିବ । କିନ୍ତୁ ଯାହା ଘଟିଗଲା, ତାହା ଠିକ୍ ନୁହେଁ କି ଗ୍ରହଣୀୟ ବି ନୁହେଁ ।

ସୂଚନାଯୋଗ୍ୟ, ୱାକଫ ବିଧେୟକକୁ ନେଇ ବିଜେଡିରେ ଝଡ ସୃଷ୍ଟି ହେବା ପରେ ଶେଷରେ ଏପ୍ରିଲ ୧୦ରେ ବିଜେଡି ନବୀନ ପଟ୍ଟନାୟକ ନିରବତା ଭାଙ୍ଗିଥିଲେ । ସେ ଗଣମାଧ୍ୟମ ସାମ୍ନାକୁ ଆସି କେଉଁ କାରଣରୁ ଦଳ ଶେଷ ମୁହୂର୍ତ୍ତରେ ୱାକଫ ବିଧେୟକରେ ନିଜର ମତ ବଦଳାଇଲା ସେହି ସଂପର୍କରେ ପଦୁଟିଏ ନ କହି ତାଙ୍କର ପୂର୍ବତନ ବ୍ୟକ୍ତିଗତ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ତାଗିଦ କରିଥିଲେ ନବୀନ । ଏପରିକି ନେତାଙ୍କ ହୋଟେଲରେ ବୈଠକକୁ ନା ପସନ୍ଦ କରିଥିଲେ । ଏପରିକି ବୈଠକ କରିବାର ଅଛି ହେଲେ ଶଙ୍ଖଭବନରେ କର ବୋଲି କହିଥିଲେ ।

Tags: bjdnaveenpatnaikodisha politicsPrafulla mallik
ShareTweetShareSend
Sanchar Live

Sanchar Live

Next Post
ଶ୍ରୀକ୍ଷେତ୍ର ଜମୁଛି ସାହିଯାତ, ଆଜି କୁଣ୍ଢେଇବେଣ୍ଟ ସାହିରୁ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ

ଶ୍ରୀକ୍ଷେତ୍ର ଜମୁଛି ସାହିଯାତ, ଆଜି କୁଣ୍ଢେଇବେଣ୍ଟ ସାହିରୁ ମାୟା ରାବଣ ଓ ସୀତାଚୋରି ପ୍ରସ୍ତାବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.