Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବାହାହେବେ ବିଜେଡି ନେତା ପ୍ରଦୀପ ମାଝି

Sanchar Live by Sanchar Live
March 11, 2025
in ଓଡିଶା
0
ବାହାହେବେ ବିଜେଡି ନେତା ପ୍ରଦୀପ ମାଝି

Oplus_131072

0
SHARES
21
VIEWS
FacebookTwitter

ବାହାହେବେ ବିଜେଡି ନେତା ପ୍ରଦୀପ ମାଝି ।  ୧୨ ତାରିଖରେ ଗୋଆରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା ୧୨ ତାରିଖରେ ଗୋଆରେ ବାହା ହେବା ନେଇ ସୂଚନା  ।  ଏ ନେଇ ମଧ୍ୟ ପ୍ରଦୀପ ମାଝି କନକ ନ୍ୟୁଜକୁ ସ୍ପଷ୍ଟ କରିଛନ୍ତି  । ଗତକାଲି ହିଁ ସେ ଗୋଆ ଯାଇଛନ୍ତି । ପରିବାରବର୍ଗ, ନିଜ ଅଳ୍ପ ବନ୍ଧୁବାନ୍ଧବ ଓ ସହଯୋଗୀ ହିଁ ଏହି ବାହାଘରରେ ସାମିଲ ହେବେ ।

ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ  ।  ନବରଙ୍ଗପୁରର ସେ  କଂଗ୍ରେସ ସାସଂଦ ଥିଲେ  ।  ୨୦୨୪ ନିର୍ବାଚନ ପୂର୍ବରୁ  ବିଜେଡିରେ ସାମିଲ ହୋଇଥିଲେ । ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ  ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ ।

Tags: goamarriagePradeep majhi
ShareTweetShareSend
Sanchar Live

Sanchar Live

Next Post
ଉପର ମୁହାଁ ପାରଦ, କଲବଲ କଲାଣି ଖରା

ଉପର ମୁହାଁ ପାରଦ, କଲବଲ କଲାଣି ଖରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.