Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଗାଁର ମହିଳାଙ୍କ ପାଖରେ ସୁବିଧାରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍ ଓ ଫର୍ମ : ପ୍ରଭାତୀ ପରିଡା

Sanchar Live by Sanchar Live
August 27, 2024
in ଓଡିଶା
0
ଗାଁର ମହିଳାଙ୍କ ପାଖରେ ସୁବିଧାରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍ ଓ ଫର୍ମ : ପ୍ରଭାତୀ ପରିଡା
0
SHARES
2
VIEWS
FacebookTwitter

ସୁଭଦ୍ରା ଯୋଜନା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଗାଁର ମହିଳାଙ୍କ ପାଖରେ ସୁବିଧାରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍ ଓ ଫର୍ମ। ଏଥିପାଇଁ ଯୋଜନା କରାଯାଇଛି। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଫର୍ମ ଉପଲବ୍ଧ ହେବ। ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ମଧ୍ୟ ଫର୍ମ ମିଳିବ। ମହିଳାମାନେ ୭୪ ହଜାର ଅଙ୍ଗନବାଡି କେନ୍ଦ୍ରରୁ ସୁଭଦ୍ରା ଫର୍ମ ନେଇପାରିବେ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ସୁଭଦ୍ରା ଯୋଜନା ଆରମ୍ଭ ହେବ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପିତ ପ୍ରଧାନମନ୍ତ୍ରୀ। ତେଣୁ ସୁଭଦ୍ରାଙ୍କ ନାଁରେ ନାମିତ ଯୋଜନା ପ୍ରଧାନମନ୍ତ୍ରୀ ମା ଓ ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳ ପିଣ୍ଡ ହେବ। ଯିଏ ଏହି ଯୋଜନାର ଦୁରୂପଯୋଗ କରିବ ଏବଂ ମହିଳାମାନଙ୍କ ପାଖରେ ଯୋଜନା ପହଞ୍ଚାଇବାକୁ ଯିଏ ପ୍ରତିବନ୍ଧକ ହେବ ତାକୁ ଦଣ୍ଡ ମିଳିବ। ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ଦଳ ନେତା ଯେଉଁ ଉକ୍ତି ରଖିଛନ୍ତି ବିଧାସଭାରେ ତାର ଉତ୍ତର ଦିଆଯିବ।

ରାଜ୍ୟରେ ୨୧ ରୁ ୬୦ ବର୍ଷ ମଧ୍ୟରେ ମହିଳାଙ୍କ ସଂଖ୍ୟା ହେଉଛି ଦୁଇ କୋଟି ୨୫ ଲକ୍ଷ। ଏହି ସଂଖ୍ୟା ଭିତରୁ ସ୍ଵଛଳ ବର୍ଗର ମହିଳାଙ୍କୁ ଛାଡ଼ି ଦେଲେ ୨୧ ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ରାଜ୍ୟ ସରକାର ଏକ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବେ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜୁ ଜନତା ଦଳକୁ ଅନୁଭବ ହେବ ମତେ ଚିଠା ପଠେଇ ଦେବେ ମୁଁ ସମସ୍ତଙ୍କୁ ଦେବି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବିଜେଡିର କଟାକ୍ଷକୁ ନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲଲିପପ୍ ଯିଏ ଦେଖାଉଥାଏ ତାକୁ ସବୁ ଜିନିଷରେ ଲଲିପପ୍ ଦେଖାଯାଏ। ବିଜେପି ପ୍ରତିଶ୍ରୁତିବଦ୍ଧ। ଯାହା କହିକି ସରକାରକୁ ଆସିଛି ତାହା ଦେବ। ଆମେ କହିଥିଲୁ ସମସ୍ତଙ୍କୁ ଦେବୁ, କେମିତି ଦେବୁ ବୋଲି କେବେ କହି ନଥିଲୁ। ୫୦ ହଜାର କହିଥିଲୁ, ୫୦ ହଜାର ଦେଉଛୁ

 

Tags: prabhati paridasubhadra guideline
ShareTweetShareSend
Sanchar Live

Sanchar Live

Next Post
ରାଜଧାନୀରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ

ରାଜଧାନୀରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.