Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ନବରାତ୍ରିରେ ମା ଦୁର୍ଗାଙ୍କ ପୂଜା କଲେ ପ୍ରଧାନମନ୍ତ୍ରୀ

Sanchar Live by Sanchar Live
October 5, 2024
in ଭାରତ
0
ନବରାତ୍ରିରେ ମା ଦୁର୍ଗାଙ୍କ ପୂଜା କଲେ ପ୍ରଧାନମନ୍ତ୍ରୀ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ପ୍ରତିବର୍ଷ ପରି ନବରାତ୍ରୀ ପାଳନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରାତ୍ରିରେ ପ୍ରତିଦିନ ମା ଦୁର୍ଗାଙ୍କର ନଅଟି ରୂପ ଦେଖିବାକୁ ମିଳିଥାଏ । ସେହି ୯ ରାତ୍ରି ମଧ୍ୟରେ ରହିଥିବା ରୂପ ଗୁଡ଼ିକୁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ ।  ସେଥିମଧ୍ୟରୁ ମା ଶୈଳପୁତ୍ରୀ,ମା ବ୍ରହ୍ମଚାରିଣୀ,ମା ଚନ୍ଦ୍ରଘଣ୍ଟା ,ମା କୁଷ୍ମଣ୍ଡା,ମା ସ୍କନ୍ଦମାତା, ମା କାତ୍ୟାୟନୀ,ମା କାଳରାତ୍ରୀ,ମା ମହାଗୌରି, ଓ ମା ସିଦ୍ଧିଦାତ୍ରି ଅନ୍ୟତମ ।

ନବରାତ୍ରୀର ତୃତୀୟ ଦିନରେ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆରେ ମା ଚନ୍ଦ୍ରଘଣ୍ଟାଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏକ ଭିଡ଼ିଓ କରି ପୋଷ୍ଟ କରିଛନ୍ତି ମୋଦି । ମହାରାଷ୍ଟ୍ରରେ ଥିବା ଜଗଦମ୍ବା ମନ୍ଦିରରେ ସ୍ଵତନ୍ତ୍ର ପୂଜାପାଠ କରିଛନ୍ତି ମୋଦି । ସାରା ଦେଶରେ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ରହିଛି । ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୁରା ନ୍ତରରୁ ଭକ୍ତ ଧାଇଁ ଆସିଛନ୍ତି । ନବରାତ୍ରିରେ ମାଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ମୋଦି ମା ଜଗତ ଜନନୀଙ୍କ ଆଶିର୍ବାଦ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Tags: durja pujanarendra modiNavaratri
ShareTweetShareSend
Sanchar Live

Sanchar Live

Next Post
ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ : SITକୁ ତଦନ୍ତ ନିର୍ଦ୍ଦେଶ

ତିରୁପତିଙ୍କ ପ୍ରସାଦରେ ପୋକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.