Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ପିରିୟଡ୍‌ ଯନ୍ତ୍ରଣାକୁ ଦୂର କରିବ ଏହି ଖାଦ୍ୟ, ଜମା ଖାଇବାକୁ ପଡ଼ିବନି ଔଷଧ

Sanchar Live by Sanchar Live
December 16, 2024
in ଜୀବନ ଶୈଳୀ
0
ପିରିୟଡ୍‌ ଯନ୍ତ୍ରଣାକୁ ଦୂର କରିବ ଏହି ଖାଦ୍ୟ, ଜମା ଖାଇବାକୁ ପଡ଼ିବନି ଔଷଧ
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ପିରିୟଡ୍‌ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍‌ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ପିରିୟଡରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ ଏହି କଷ୍ଟ ଦୂର କରିବା ପାଇଁ ଔଷଧ ପରିବର୍ତ୍ତେ ଏମିତି କିଛି ଖାଦ୍ୟ ଖାଇପାରିବେ, ଯାହା ଦ୍ୱାରା ପିରିୟଡ୍‌ କଷ୍ଟ ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇ ଆପଣ ନିଜ ପିରିୟଡ୍‌ ଯନ୍ତ୍ରଣା ଦୂର କରିବେ ।

ଅଦା :
ଅଦା ଏକ ନେଚୁରାଲ ଆଣ୍ଟି- ଇନଫ୍ଲେମେଟାରୀ, ଯାହା ପିରିୟଡ୍‌ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ । ଏପରିସ୍ଥିତିରେ ଅଦା ଚା’ କିମ୍ବା ଅଦା ରସ ଆପଣ ପିଇ ପାରିବେ । ଏହା ଶରୀରର ବ୍ଲଡ୍‌ ସର୍କୁଲେସନ୍‌ କୁ ଠିକ୍‌ କରିବା ସହ ଯନ୍ତ୍ରଣାକୁ କମ୍‌ କରିଥାଏ । ଅଦା ସହ ଲେମ୍ବୁ ଏବଂ ମହୁ ମିଶାଇ ସେବନ କଲେ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିବ ।

ଶାଗ :
ପାଳଙ୍ଗ, ମେଥି ଏବଂ ସୋରିଷ ଭଳି ସବୁଜ ଶାଗରେ ଆଇରନ୍‌ ଏବଂ ଫୋଲିକ୍‌ ଏସିଡ୍‌ ଭରପୁର ମାତ୍ରାରେ ଥାଏ । ଏହା ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ । ପିରିୟଡ ସମୟରେ ଏହି ଶାଗ ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ସବୁଜ ପରିବା ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ ।

ନଟସ୍‌ :

ବାଦାମ, ଅଖରୋଟ ଏବଂ ଚିଆ ସିଡସ୍‌ ଭଳି ଖାଦ୍ୟରେ ଓମେଗା-୩ ଫ୍ୟାଟି ଏସିଡ୍‌ ମିଳିଥାଏ, ଯାହା ପିରିୟଡ୍‌ ଯନ୍ତ୍ରଣାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା କଷ୍ଟରୁ ମୁକ୍ତି ମିଳିଥାଏ । ନଟସ୍‌ କୁ ସକାଳେ ଖାଲି ପେଟରେ କିମ୍ବା ସାଲାଡ ହିସାବରେ ଖାଇ ପାରିବେ ।

କ୍ଷୀର କିମ୍ବା କ୍ଷୀର ଜାତୀୟ ଉତ୍ପାଦ
କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ଯେପରିକି ଦହି ପନୀର ଏବଂ ଲହୁଣୀରେ କ୍ୟାଲସିୟମ ଅଧିକ ଥାଏ । କ୍ୟାଲସିୟମ ମାଂସପେଶୀକୁ ରିଲାକ୍ସ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ପିରିୟଡ୍‌ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ନିୟମିତ ଭାବେ ଦହି କିମ୍ବା କ୍ଷୀର ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ।

Tags: lifestyleperiods
ShareTweetShareSend
Sanchar Live

Sanchar Live

Next Post
ସମରେ ‘ପେସେଣ୍ଟ ସେଫ୍ଟି ଇଜ୍ ଆୱାର୍ ପ୍ରାୟୋରିଟି’ ଶୀର୍ଷକ କାର୍ଯ୍ୟକ୍ରମ

ସମରେ ‘ପେସେଣ୍ଟ ସେଫ୍ଟି ଇଜ୍ ଆୱାର୍ ପ୍ରାୟୋରିଟି’ ଶୀର୍ଷକ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.