Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସରକାରୀ ଯୋଜନା ହେରଫେର ମାମଲାରେ ବନ୍ଧାହେଲେ ପିଇଓ

Sanchar Live by Sanchar Live
October 16, 2024
in ଓଡିଶା
0
ସରକାରୀ ଯୋଜନା ହେରଫେର ମାମଲାରେ ବନ୍ଧାହେଲେ ପିଇଓ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ସରକାରୀ ଯୋଜନା ହେରଫେର ମାମଲାରେ ବନ୍ଧାହେଲେ ପିଇଓ । ବଲାଙ୍ଗୀର ଜିଲ୍ଲା ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ କିଶୋର ପୋଢ଼ ଗିରଫ । ବିଭିନ୍ନ ସରକାରୀ ଯୋଜନାର ୫ କୋଟି ୯୦ ଲକ୍ଷ ଟଙ୍କା ହେରଫେର ନେଇ ଅଭିଯୋଗ କରିଥିଲେ ଆଗଲପୁର ବିଡିଓ ମହାପାତ୍ର କୁଲଦୀପ ମହାନ୍ତି । ଗତ ୩ ବର୍ଷ ହେଲା ରାଜକିଶୋର ଭାବେ କାର୍ଯ୍ୟରତ ଥିଲେ I ଗତ ଜାନୁୟାରୀ ମାସରେ ଅନିୟମିତତା ଧରାପଡିବା ପରେ ପିଇଓକୁ ନିଲମ୍ବିତ କରାଯାଇଥିଲା I ନିଳମ୍ବନ ସମୟରେ ପିଇଓଙ୍କୁ ବ୍ଲକ କାର୍ଯ୍ୟାଳୟ ଆସି ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ପିଇଓ କୌଣସି କାଗଜପତ୍ର ଦାଖଲ କରିପାରିନଥିଲେ I ପୋଲିସ ତଦନ୍ତ ସମୟରେ ପିଇଓ ହେରଫେର ପଛରେ ସରପଞ୍ଚ ଓ ବ୍ଲକ କାର୍ଯ୍ୟାଳୟର କିଛି କର୍ମଚାରିଙ୍କ ନାଁ ନେଇଛନ୍ତି I ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି I

Tags: Bolangiricrimepeo
ShareTweetShareSend
Sanchar Live

Sanchar Live

Next Post
ମାଆ ବିରଜାଙ୍କ ମନ୍ଦିରରେ ପାଳିତ ହେଲା କୁମାର ଉତ୍ସବ

ମାଆ ବିରଜାଙ୍କ ମନ୍ଦିରରେ ପାଳିତ ହେଲା କୁମାର ଉତ୍ସବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.