Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସାଧାରଣ ଜନତା ବୁଲି ଦେଖିପାରିବେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ଗ୍ୟାଲେରୀ

Sanchar Live by Sanchar Live
January 10, 2025
in ଓଡିଶା
0
ସାଧାରଣ ଜନତା ବୁଲି ଦେଖିପାରିବେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ଗ୍ୟାଲେରୀ
0
SHARES
16
VIEWS
FacebookTwitter

ଭୁବନେଶ୍ୱର: ତ୍ରିଦିବସୀୟ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦଯାପିତ ହୋଇଯାଇଛି । ମାତ୍ର ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲାଯାଇଥିବା ବିଭିନ୍ନ ଗ୍ୟାଲେରୀ ଏବେ ସାଧାରଣ ଜନତା ପାଇଁ ଖୋଲା ରହିବ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବହୁ ଉଚ୍ଚକୋଟୀର ଗ୍ୟାଲେରୀ ନିର୍ମାଣ କରାଯାଇଛି । ଏଠାରେ ଓଡ଼ିଶାର ସଂସ୍କୃତି ଉପରେ ଆଧାରିକ ଗ୍ୟାଲେରି ଖୋଲା ଯାଇଥିବାରୁ ସାଧାରଣ ଦର୍ଶକ ବୁଲି ଆସିପାରିବେ । ଦର୍ଶକମାନେ ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖି ପାରିବେ । ଆଜି ସନ୍ଧ୍ୟାରୁ ୧୨ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ତେବେ ଏଥିରେ ଦର୍ଶକମାନେ ନିଶ୍ଳୁକରେ ପ୍ରବେଶ କରି ପାରିବେ ।

ଆଜିର ଉଦଯାପନୀ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଯୋଗ ଦେଇଥିଲେ । ରାଷ୍ଟ୍ରପତି ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଘୋଷମା କରିଥିଲେ । ଏହି ସମ୍ମେଳନରେ ୬୦ଟି ଦେଶରୁ ପ୍ରାୟ ୭୦୦୦ ପ୍ରବାସୀ ଯୋଗ ଦେଇଥିଲେ । ସମସ୍ତେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଖାଦ୍ୟ ଏବଂ ବସ୍ତ୍ରକୁ ବେଶ ପ୍ରଶଂସା କରିଛନ୍ତି । ଏହା ଦ୍ୱାର ସରକାରଙ୍କର ଦ୍ୱାରା ନିର୍ଦ୍ଧାରିତ ବସ ଯୋଗେ ବିଭିନ୍ନ ପର‌୍ୟ୍ୟଟନ ସ୍ଥଳୀ ବୁଲି ଦେଖିଛନ୍ତି ।

Tags: odishaprabashi bharatiya samilani
ShareTweetShareSend
Sanchar Live

Sanchar Live

Next Post
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଗ୍ନିଜାଣ୍ଟ ସିଇଓ ରବି କୁମାର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଗ୍ନିଜାଣ୍ଟ ସିଇଓ ରବି କୁମାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.