Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଠିକାଦାର ଓ ବିଭାଗୀୟ ମନ୍ତ୍ରୀଙ୍କ ସଲାସୁତରାରେ ବ୍ଯାପକ ହରିଲୁଟ୍

Sanchar Live by Sanchar Live
August 10, 2024
in ଓଡିଶା
0
ଠିକାଦାର ଓ ବିଭାଗୀୟ ମନ୍ତ୍ରୀଙ୍କ ସଲାସୁତରାରେ ବ୍ଯାପକ ହରିଲୁଟ୍
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ଠିକାଦାର ଓ ବିଭାଗୀୟ ମନ୍ତ୍ରୀଙ୍କ ସଲାସୁତରାରେ ବ୍ଯାପକ ହରିଲୁଟ ଅଭିଯୋଗ । ଚଳୁ ହୋଇଛି  ଲକ୍ଷ ଲକ୍ଷ ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସଂସାରଫଳ ଲକ୍ଷ୍ମୀ ସୁବଳ ନୋଡାଲ ହାଇସ୍କୁଲରୁ। ନୂତନ ରୋଷେଇ ଘର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ଯୟ ବରାଦ ହୋଇଥିଲା। ବିନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ଯ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ସବୁ ଚାଲିଛି ସଲାସୁତରାରେ ।

ଭଙ୍ଗା କାନ୍ଥ ଉପରେ ପଡୁଛି ଆଜବେଷ୍ଟଜ୍। କାନ୍ଥ ଏମିତି ଭଙ୍ଗା ଦଦରା ଅଛି ଯେ, ହୁଏତ ଜୋର୍ ପବନ ହେଲେ ଏହା ଭାଙ୍ଗିଯିବାର ଆଶଙ୍କା। ତଥାପି ତା ଉପରେ ତିଆରି ହେଉଛି ସ୍କୁଲର ରୋଷେଇ ଘର। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସଂସାରଫଳ ଲକ୍ଷ୍ମୀ ସୁବଳ ନୋଡାଲ ଉଚ୍ଚ ବିଦ୍ଯାଳୟର ଦୃଶ୍ଯ । ରୋଷେଇ ଘର ତିଆରି ପାଇଁ ୩ ଲକ୍ଷ ଟଙ୍କା ବ୍ଯୟ ବରାଦ ହୋଇଥିଲା। ବିନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ଯ । ପୂର୍ବର ଭଙ୍ଗା ରୋଷେଇ ଘର କାନ୍ଥ ଉପରେ ଆଜବେଷ୍ଟଜ ପକାଇ ଚାଲିଛନ୍ତି ଠିକାଦାର । କୋଠରୀଟି ପୂରା ଅସୁରକ୍ଷିତ ଥିବା ବେଳେ ତା ଉପରେ ତାଳିପକା କାମ କରାଯାଉଥିବାର ଅଭିଯୋଗ ହୋଇଛି। କାହା ନିର୍ଦ୍ଦେଶରେ ଅସୁରକ୍ଷିତ କାନ୍ଥରେ ଆଜବେଷ୍ଟଜ ପକାଯାଉଛି ବୋଲି  ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ,ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରାରେ ଧର୍ମକୁ ଆଖିଠାର ମାରି କାମ ହେଉଛି। ନିରୀହ ଶିଶୁମାନଙ୍କ ଜୀବନକୁ ବିପନ୍ନ କରି ଚାଲିଛି ନିର୍ମାଣ କାର୍ଯ୍ୟ । କେତେବେଳେ ବି ବିପଦ ହେବା ଆଶଙ୍କା ରହିଛି । ଠିକାଦାର ନିଜ ଲାଭ ପାଇଁ ଭଙ୍ଗା କାନ୍ଥରେ ନାମକୁ ମାତ୍ର ସିମେଣ୍ଟ ଚଢେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେବାକୁ ଯୋଜନା କରିଛନ୍ତି।  ଲୋକେ ପ୍ରଶ୍ନ କରିଛନ୍ତି-ବିଭାଗୀୟ ଯନ୍ତ୍ରୀ ଚୁପ କାହିଁକି ? କାମ ଦେଖିବାକୁ ବି ଆସୁନାହାନ୍ତି ନିର୍ବାହୀ ଯନ୍ତ୍ରୀ। ଲୋକେ ସନ୍ଦେହ କରୁଛନ୍ତି- ମୋଟା ଅଙ୍କର ପିସି ନେଇ ସମସ୍ତେ ପାଟି ଚୁପ୍ କରି ବସିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ବେ ନିଆଯାଉନି କାର୍ଯ୍ଯାନୁଷ୍ଠାନ। ହେଲେ ପଟ୍ଟାମୁଣ୍ଡାଇ ବିଡିଓ କହିଛନ୍ତି ଘଟଣାର ତଦନ୍ତ କରାଯିବ  ।

 

Tags: patamundaiscam
ShareTweetShareSend
Sanchar Live

Sanchar Live

Next Post
ବାଙ୍କୀ ମହାନଦୀ ତଳିଆ ଅଞ୍ଚଳରୁ କମିନି ବନ୍ୟା ଜଳ

ବାଙ୍କୀ ମହାନଦୀ ତଳିଆ ଅଞ୍ଚଳରୁ କମିନି ବନ୍ୟା ଜଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.