Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଠକାମୀରେ ପଡ଼ିଲା ସ୍ବାମୀ, ଚତୁର୍ଥୀରେ ଘରେ କଳାକନା ବୁଲାଇ ଚାଲିଗଲା ସ୍ତ୍ରୀ

Sanchar Live by Sanchar Live
September 10, 2024
in ଅପରାଧ
0
ଠକାମୀରେ ପଡ଼ିଲା ସ୍ବାମୀ, ଚତୁର୍ଥୀରେ ଘରେ କଳାକନା ବୁଲାଇ ଚାଲିଗଲା ସ୍ତ୍ରୀ
0
SHARES
6
VIEWS
FacebookTwitter

ଚତୁର୍ଥୀ ଦିନ ଘରୁ ପଳାଇଗଲା ସ୍ତ୍ରୀ । ଶିଶୁପାଳ ହେଲା ଦ୍ବିତୀୟ ସ୍ବାମୀ । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଢ଼ଙ୍ଗା ମଲ୍ଲିକେଶ୍ବରପୁର ଗାଁରେ । ୪ ଦିନ ତଳେ ବିଜୟ ଶଙ୍କର ଦାସ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ବିବାହ କରିଥିଲେ । ଏହାଥିଲା ଲକ୍ଷ୍ମୀପ୍ରିୟାଙ୍କର ଦ୍ବିତୀୟ ବିବାହ । କାରଣ ପୂର୍ବରୁ ଲକ୍ଷ୍ମୀପ୍ରିୟା ସାଲେପୁର ନାନ୍ଦୋଳ ଅଞ୍ଚଳର ଲକ୍ଷ୍ମୀଧର ସାହୁଙ୍କୁ ପ୍ରଥମ ବିବାହ କରିଥିଲେ । ସମ୍ପର୍କରେ ତିକ୍ତତା ଆସିବାରୁ ଉଭୟ ଅଲଗା ରହୁଥିଲେ । ଉଭୟଙ୍କ ମଧ୍ଯରେ ଛାଡପତ୍ର ହୋଇଯାଇଥିବା ନେଇ ଝିଅଘର ଲୋକ କହିବା ସହ ବିଜୟଙ୍କ ସାଥିରେ ଦ୍ବିତୀୟ ବିବାହ ଠିକ କରିଥିଲେ । ପରେ ଉଭୟଙ୍କର ବିବାହ ହୋଇଥିଲା । ହେଲେ ଚତୁର୍ଥୀ ଦିନ ହିଁ ଲକ୍ଷ୍ମୀପ୍ରିୟା ନିଜ ପ୍ରଥମ ସ୍ବାମୀ ସହ ଫେରାର ହୋଇଯାଇଛନ୍ତି । ଘରେ ସମସ୍ତେ ଥିବାବେଳେ ହଠାତ ଦୌଡ଼ିଯାଇ ଜଣେ ଯୁବକଙ୍କ ସହ ବାଇକରେ ପଳାଇଯାଇଥିଲେ ଲକ୍ଷ୍ମୀପ୍ରିୟା । ସେ ତାଙ୍କ ଲକ୍ଷ୍ମୀଧରଙ୍କ ସହ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଯିବା ସମୟରେ ବିଜୟଙ୍କ ଘରୁ ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଛି ।

Tags: crimelootpatakura
ShareTweetShareSend
Sanchar Live

Sanchar Live

Next Post
ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.