Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ନିଶା ମହାରଣାଙ୍କ ପାଇଁ ଦୁଇ ଭାଗ ହେଲା ଗାଁ, ବିବାଦରୁ ଛୁରାମାଡ

Sanchar Live by Sanchar Live
February 9, 2025
in ମନୋରଞ୍ଜନ
0
ନିଶା ମହାରଣାଙ୍କ ପାଇଁ ଦୁଇ ଭାଗ ହେଲା ଗାଁ, ବିବାଦରୁ ଛୁରାମାଡ

Oplus_131072

0
SHARES
59
VIEWS
FacebookTwitter

ପୁଣି ନିଶା ମହାରଣାଙ୍କୁ ନେଇ ବିବାଦ । ନିଶା ମହାରଣାଙ୍କ ପାଇଁ ଦୁଇ ଭାଗ ହେଲା ଗାଁ । ଉଠିଲା ଠେଙ୍ଗା,ଭାଙ୍ଗିଲା ଚେୟାର । ଯାତ୍ରା ଦେଖିବାକୁ ଆସି ହାତାହାତି ହେଲେ ଦର୍ଶକ । ଯାତ୍ରା ପେଣ୍ଡାଲରେ ହେଲା ଛୁରାମାଡ଼ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀରେ ଗାଁରେ ଯାତ୍ରା ଚାଲିଥିବା ବେଳେ ନିଶା ମହାରଣାଙ୍କୁ ନେଇ ଅଶାନ୍ତ ପରିସ୍ଥିତ ସୃଷ୍ଟି ହୋଇଛି ।

ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ ପକ୍ଷରୁ ଅପେରା ପରିବେଷଣ କରା ଯାଉଥିଲା । ନିଶାଙ୍କ ନୃତ୍ୟ ପରିବେଷଣକୁ କିଛି ଯୁବକ ବିରୋଧ କରିଥିଲେ । ବିରୋଧ ପରେ ନିଶା ମହାରଣା ପେଣ୍ଡାଲ ଛାଡ଼ି ପଳାଇ ଥିଲେ । ଏହା ପରେ କିଛି ଯୁବ କାହିଁକି ଡ୍ୟାନ୍ସ ହେବନି ବୋଲି କହିଥିଲେ ।ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପରେ ବଚସାରୁ ସୃଷ୍ଟି ହୋଇଥିଲା ହାତାହାତି ।

ଯିଏ ଯାହା ପାରିଲା ଫିଙ୍ଗିଥିଲା । ଉଡ଼ିବାରେ ଲାଗିଥିଲା ଗୋଟିଏ ପରେ ଗୋଟିଏ ଚେୟାର । ଗଣ୍ଡଗୋଳ ଭିତରେ ଯାତ୍ରା ପେଣ୍ଡାଲ ନିକଟରେ ଛୁରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଆହତ ହୋଇଛନ୍ତି । ଗଣ୍ଡଗୋଳ ନେଇ କୁଦାନଗରୀ ଥାନାରେ ତିନୋଟି ମାମଲା ରୁଜୁ ହୋଇଛି ।

Tags: Nisa maharanapatakuraviolence
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଦିନକୁ କେତେ ଲିଟର ପାଣି ପିଇବା ସ୍ବାସ୍ଥ୍ୟ ଭଲ?

ଜାଣନ୍ତୁ ଦିନକୁ କେତେ ଲିଟର ପାଣି ପିଇବା ସ୍ବାସ୍ଥ୍ୟ ଭଲ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.