Thursday, April 16, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ

Sanchar Live by Sanchar Live
April 16, 2026
in ଭାରତ
0
ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ
0
SHARES
6
VIEWS
FacebookTwitter

ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ। ଏପ୍ରିଲ ୧୬ରୁ ୧୮ ତାରିଖ ଯାଏଁ ହେବାକୁ ଥିବା ଏହି ବୈଠକରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ନେଇ ଆଲୋଚନା ହେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ୨୦୨୩ରେ ସଂସଦରେ ପାରିତ ହୋଇଥିଲା ଏହି ବିଲ୍ । ୨୦୨୯ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କେତେକ ସଂଶୋଧନ ଜରୁରୀ। ତେଣୁ ଭାରତୀୟ ଗଣତନ୍ତ୍ରରେ, ମହିଳାଙ୍କୁ ଉଚିତ୍ ମର୍ଯ୍ୟାଦା ପାଇଁ ଏହି ସଂଶୋଧନ ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିସାରିଛନ୍ତି । ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି ମୋଦି ସରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମହିଳାମାନଙ୍କୁ ଦୀର୍ଘ ଦିନରୁ ପ୍ରତିକ୍ଷିତ ନ୍ୟାୟ ପ୍ରଦାନ କରିବାର ଏକ ଐତିହାସିକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ଏହି ପଦକ୍ଷେପର ସଫଳତା ନିଶ୍ଚିତ କରିବାକୁ ବିଜେପି ତାର ସମସ୍ତ ସାଂସଦଙ୍କୁ ଏପ୍ରିଲ ୧୬-୧୮ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି। ସଂସଦ ବାହାରେ ମଧ୍ୟ ଦଳ ପକ୍ଷରୁ ସାରା ଦେଶରେ ଏ ବାବଦରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

୨୦୨୯ ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦୀ ସରକାର। ୨୦୨୬ ଜନଗଣନା ଯାଏଁ ଅପେକ୍ଷା କରିଥିଲେ କାର୍ଯ୍ୟକାରିତା ବିଳମ୍ବ ହୋଇଥାନ୍ତା, ତେଣୁ ୨୦୧୧ ଜନଗଣନା ଆଧାରରେ ହେବ ନୂତନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା। ଏଥିପାଇଁ ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଚିଠା ପ୍ରସ୍ତାବ ଆଣିବାକୁ ଯୋଜନା ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି।

ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତ ରାଜନୈତିକ ଦଳ ଏକ ହେବା ଦରକାର,,ଏହା ନିଶ୍ଚିତ ମହିଳାଙ୍କ ପାଇଁ ନୂଆ ସ୍ୱପ୍ନ ଦେଖିବାର ଓ ନୂଆ ଭାରତ ଗଠନରେ ନାରୀ ଶକ୍ତି ଭାବେ ଉଭା ହେବାର ସୁଯୋଗ। ଆମେ ଏହାକୁ ସମର୍ଥନ କରିବା। ସମସ୍ତ ରାଜନୈତିକ ଦଳର ମହିଳାଙ୍କୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସବୁ ଦଳରେ ମହିଳା କାର୍ଯ୍ୟକର୍ତ୍ତା ଅଛନ୍ତି। ଏମିତି କିଛି ପଦକ୍ଷେପ ନ ନିଅନ୍ତୁ ତାଙ୍କୁ ପୁନଃ ୟାକୁ ନେଇ ଭାବିବାକୁ ପଡିବ। ଆଜି ସମସ୍ତ ରାଜନୀତିକ ଦଳ ଏକ ହେବା ଦରକାର। ଦେଶର ପ୍ରଧାନମନ୍ତ୍ରୀ ମହିଳାଙ୍କ ଅଧିକାର ଓ ପ୍ରତିନିଧିତ୍ୱ ଦେବା ପାଇଁ ତାଙ୍କର ପ୍ରତିବଦ୍ଧତା ଥିବାରୁ ୧୬,୧୭,୧୮ ସ୍ଵତନ୍ତ୍ର ଅଧିବେଶନ ଆଣିଥିବାରୁ ତାଙ୍କୁ ଧନ୍ୟବାଦ। ମହିଳାଙ୍କ ଅଧିକାର ପାଇଁ ଆମେ ସମସ୍ତେ ଅପେକ୍ଷା କରୁଛୁ। ପ୍ରତିନିଧିତ୍ୱ ସୁଯୋଗ ପାଇବି ବୋଲି ଆଶାବାଦୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Tags: parliamentwoman reseravision
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ

ଆଜିଠୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅସହ୍ୟ ହେଲାଣି ତାତି, ଆଉ ଘରୁ ବାହାରି ହଉନି…
  • ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍
  • କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ
  • ଆଜିଠୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ
  • ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.