Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସଂସଦରେ ଠେଲାପେଲା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Sanchar Live by Sanchar Live
December 21, 2024
in ଭାରତ
0
ସଂସଦରେ ଠେଲାପେଲା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
0
SHARES
8
VIEWS
FacebookTwitter

ସଂସଦରେ ଠେଲାପେଲା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଦିଲ୍ଲୀ ପୁଲିସ ଏବେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଛି । ଏବେ କଂଗ୍ରେସ ଓ ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି । ଏପରି କି ଆଗକୁ କ୍ରାଇମବ୍ରାଞ୍ଚ ସଂସଦ ପରିସରରେ କ୍ରାଇମସିନର ରିକ୍ରିଏସନ କରିପାରେ ବୋଲି କୁହାଯାଉଛି । ଠେଲାପେଲା ଘଟଣାରେ ବିଜେପିର ଦୁଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମହେଶ ରାଜପୁତଙ୍କ ବୟାନ ରେକର୍ଡ କରାଯିବ। ସେହିପରି ଘଟଣାର ସିସିଟିଭି ଫୁଟେଜ ଓ ମୋବାଇଲ ଭିଡିଓର ଖୋଳତାଡ କରାଯିବ। ବିଭିନ୍ନ ଗଣମାଧ୍ୟମ କ୍ୟାମେରାରେ କଏଦ ଭିଡିଓ ଫୁଟେଜକୁ ମଧ୍ୟ ପ୍ରମାଣ ଭାବେ ସଂଗ୍ରହ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଲୋକସଭା ବାଚସ୍ପତିଙ୍କ ଅନୁମତି କ୍ରାଇମବ୍ରାଞ୍ଚ ଲୋଡିବ।

ବୟାନ ରେକର୍ଡ ଓ ଭିଡିଓ  ଫୁଟେଜ ମିଳିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରାଯିବା ସମ୍ଭାବନା ରହିଛି। ରାହୁଲ ଗାନ୍ଧୀ ସମେତ ଅନ୍ୟ ସାଂସଦଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ ପଠାଇବ। ବୟାନ ରେକର୍ଡ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯିବ । ବିଜେପି ରାହୁଲ ଗାନ୍ଧୀଙ୍କ ନାଁରେ ଏତଲା ଦେଇଛି । ଦୁଇ ବିଜେପି ସାଂସଦଙ୍କୁ ଠେଲି ରାହୁଲ ଗାନ୍ଧୀ ଆହତ କରିଥିବା ଏତଲାରେ ଦର୍ଶାଯାଇଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏତଲାରେ ଅଭିଯୋଗ ରହିଛି ମଲ୍ଲିକାର୍ଜୁନ ଖଡଗେଙ୍କୁ ବିଜେପି ସାଂସଦ ଠେଲାପେଲା କରିଛନ୍ତି । କଂଗ୍ରେସ ଏତଲା ଆଧାରରେ ଏସସି ଏସଟି ଆକ୍ଟରେ ରୁଜୁ ହୋଇଛି ମାମଲା। କ୍ରାଇମବ୍ରାଞ୍ଚ ଏହି ଦୁଇଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରାଜ୍ୟସଭାରେ ଅମିତ ଶାହା ଆମ୍ୱେଦକରଙ୍କୁ ନେଇ ବିବାଦୀୟ ବୟାନ ଦେବା ପରଠୁ ଆରମ୍ଭ ହୋଇଥିବା ଏହି ବିବାଦ ପ୍ରତିବାଦ, ବିକ୍ଷୋଭରୁ ହିଂସାତ୍ମକ ହୋଇ ଠେଲାପେଲା ଯାଏଁ ପହଞ୍ଚିଥିଲା।

Tags: crimebranchparliamentrahul gandhi
ShareTweetShareSend
Sanchar Live

Sanchar Live

Next Post
ପଶ୍ଚିମବଙ୍ଗ ପଲାଇଲା ଜିନତ୍

ପଶ୍ଚିମବଙ୍ଗ ପଲାଇଲା ଜିନତ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.