Saturday, August 2, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଉଛନ୍ତି କି?

Sanchar Live by Sanchar Live
July 26, 2025
in ଜୀବନ ଶୈଳୀ
0
ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଉଛନ୍ତି କି?
0
SHARES
60
VIEWS
FacebookTwitter

ଆମେ ସମସ୍ତେ ଭଲ ଭାବେ ଜାଣିଛନ୍ତି କି, ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ । ଏଥିରେ ରହିଥିବା ଭିଟାମିନ୍ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ ତା’ସହ ମ୍ୟାଗନେସିୟମ୍, ପୋଟାସିୟମ୍, ନିୟାସିନ୍, ପ୍ରୋଟିନ୍, କାରୋଟିନ୍ ଏବଂ ଫାଇବରେ ଭରପୁର ଅମୃତଭଣ୍ଡା ଆମର ହଜମ ପକ୍ରିୟାକୁ ବଢାଇଥାଏ । କିନ୍ତୁ ଅଧିକ ମାତ୍ରାରେ ଏହାକୁ ଖାଇବା ଦ୍ବାରା କ’ଣ ଅସୁବିଧା ହୋଇଥାଏ ଏବଂ କେଉଁ ଲୋକମାନେ ଏହାକୁ ଖାଇବା ଅନୁଚିତ୍ ଆସନ୍ତୁ ଜାଣିବା

ଗର୍ଭବତୀ ମହିଳା: ଅମୃତଭଣ୍ଡା, ଖାସ୍ କରି କଞ୍ଚା ଅମୃତଭଣ୍ଡା ଅଧିକ ମାତ୍ରାରେ ଖାଇବା ଅନୁଚିତ୍ ଏହା ହାନିକାର ହୋଇଥାଏ କାରଣ ଏହାକୁ ଅଧିକ ଖାଇବା ଦ୍ଵାରା ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ ।

ବ୍ଲଡପ୍ରେସରର ସମସ୍ୟା ଥିବା ବ୍ୟକ୍ତି: ଅମୃତଭଣ୍ଡା ସେବନ କରିବା ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ ।ଯେଉଁ ମାନେ ବ୍ଲଡପ୍ରେସର ଔଷଧ ଖାଉଛନ୍ତି ସେମାନେ ଅମୃତଭଣ୍ଡା ଖାଇବା କଥା ନୁହେଁ ।

କିଡନରେ ଷ୍ଟୋନ୍ ହୋଇଥିଲେ: ଅମୃତଭଣ୍ଡାରେ ଭିଟାମିନ୍ ସି ଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ଯାହା ଆମକୁ ବିଭିନ୍ନ ରୋଗରୁ ବଂଚାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଅଧିକ ମାତ୍ରାରେ ଭିଟାମିନ୍ ସିର ସେବନ ଦ୍ବାରା କିଡନିରେ ଷ୍ଟୋନ୍ ତିଆରି କରିଥାଏ ଯାହା ଶରୀର ପାଇଁ କ୍ଷତିକାରକ ।

ସ୍କିନ୍ ଉପରେ ଖରାପ ପ୍ରଭାବ: ଯଦି ଆପଣଙ୍କର ସ୍କିନ୍ କୁଣ୍ଡେଇ ହେବା ତା’ ସହ ହାତ ହଳଦିଆ ପଡୁଛି ତ, ଆପଣ କାରୋଟମିଆ ନାମକ ଏକ ସ୍କିନ୍ ରୋଗରେ ପିଡିତ । ଏହି କାରଣରୁ ଆଣଙ୍କ ଆଖି, ହାତ ଓ କାନ୍ଧର ରଙ୍ଗ ହଳଦିଆ ହୋଇଥାଏ । ଅମୃତଭଣ୍ଡାରେ ବିଟା କରୋଟିନ୍ ରହିବା କାରଣରୁ ଆଲରଜିର କାରଣ ହୋଇପାରେ । ଏହା ଅଧିକ ଖାଇବା ଦ୍ବାରା ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।

Tags: helthtipslifestylepapeya
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆପଣଙ୍କୁ ଠିକସେ ଦେଖା ଯାଉନି କି ? ଆପଣାନ୍ତୁ ଘରୋଇ ଉପଚାର
  • ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
  • ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା
  • ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
  • ସତରେ କଣ ଭୋଟର ଲିଷ୍ଟରେ ନାହିଁକି ତେଜସ୍ବୀଙ୍କ ନାମ ? କାହିଁକି କହିଲେ ଏମିତି…

Recent Comments

No comments to show.

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.