ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି । ଏମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ସେନାର ଯବାନ ମଧ୍ୟ ଅଛନ୍ତି । ଏହି ଘଟଣା ଫେବୃୟାରୀ ୪ ତାରିଖ ରାତିରେ ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି ନିକଟରେ ଘଟିଥିଲା । ଏହି ୭ ଜଣ ପାକିସ୍ତାନୀ LoC ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନାର ଗୁଳିରେ ଟଳିପଡ଼ିଥିଲେ ।
© 2024 Sanchar News